ସୋମନାଥ ମନ୍ଦିରରେ ଅମିତ ଶାହ

Advertisment
ସୋମନାଥ ମନ୍ଦିରରେ ଅମିତ ଶାହ

ଅହମଦାବାଦ୍‌: ଲୋକସଭା ନିର୍ବାଚନ ପ୍ରଚାର ସରିବାପରେ ଆଜି ବିଜେପି ଅଧ୍ୟକ୍ଷ ଅମିତ ଶାହ ଗୁଜରାଟର ସୋମନାଥ ମନ୍ଦିର ଯାଇ ପୂଜାର୍ଚ୍ଚନା କରିଛନ୍ତି। ପରିବାର ସଦସ୍ୟଙ୍କ ସହ ଶାହ ଆଜି ଭଗବାନ ଶିବଙ୍କ ପୂଜାର୍ଚ୍ଚନା କରିଥିଲେ। ଗିର-ସୋମନାଥ ଜିଲ୍ଲାରେ ଅବସ୍ଥିତ ଏହି ମନ୍ଦିର ଟ୍ରଷ୍ଟ୍‌ରେ ମଧ୍ୟ ଶାହ ଜଣେ ଟ୍ରଷ୍ଟି ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe