ଦିଲ୍ଲୀର ୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

Advertisment
ଦିଲ୍ଲୀର ୪ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

hindustantimes.com

ନୂଆଦିଲ୍ଲୀ: ବିଜେପି ଦିଲ୍ଲୀର ୭ଟି ଲୋକସଭା ଆସନରୁ ଆଜି ୪ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଚାନ୍ଦିନୀ ଚୌକ ଲୋକସଭା ଆସନରୁ ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଡ. ହର୍ଷବର୍ଦ୍ଧନଙ୍କୁ ପ୍ରାର୍ଥୀ କରାଯାଇଛି। ପୂର୍ବ ଦିଲ୍ଲୀ ଆସନରୁ ମନୋଜ ତିୱାରୀଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ପଶ୍ଚିମ ଦିଲ୍ଲୀ ଆସନରୁ ପ୍ରବେଶ ବର୍ମାଙ୍କୁ ପ୍ରାର୍ଥୀ କରାଯାଇଛି। ଦକ୍ଷିଣ ଦିଲ୍ଲୀ ଆସନରୁ ରମେଶ ବିଘୁଡ଼ିଙ୍କୁ ପ୍ରାର୍ଥୀ ଘୋଷଣା କରାଯାଇଛି। ମଧ୍ୟପ୍ରଦେଶର ହାଇପ୍ରୋଫାଇଲ୍‌ ଇନ୍ଦୋର ଆସନରେ ସୁମିତ୍ରା ମହାଜନଙ୍କ ସ୍ଥାନରେ ଶଙ୍କର ଲାଲବାନୀଙ୍କୁ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe