ବିଜେପିର ‘ସୋସିଆଲ ମିଡିଆ ଯୋଦ୍ଧା’ ଜଣେ ବ୍ୟକ୍ତି ୧୧୧୪ ହ୍ବାଟ୍ସଆପ୍‌ ଗ୍ରୁପ୍‌ର ସଞ୍ଚାଳକ

Advertisment
ହ୍ବାଟସ୍‌ଆପ୍‌ ପାଇଁ କଟକଣା ଲାଗିଲା : ବିନା ଅନୁମତିରେ ଗ୍ରୁପ୍‌ରେ ସାମିଲ କରିପାରିବେନି

photo by : hackcracks.blogspot.com

କୋଲକାତା: ପଶ୍ଚିମବଂଗରେ ଜଣେ ଆଇଟି ସେଲ୍‌ କାର୍ଯ୍ୟକର୍ତ୍ତା ଏବେ ସୋସିଆଲ ମିଡିଆ ପ୍ରଚାରରେ ରେକର୍ଡ କରିଛନ୍ତି। ତାଙ୍କୁ ରାଜ୍ୟରେ ବିଜେପିର ସୋସିଆଲ ମିଡିଆ ବସ୍‌ ବୋଲି କୁହାଯାଉଛି । ଦୀପକ ଦାସ ନାମକ ଏହି ବ୍ୟକ୍ତି କୁଚ୍‌ବିହାରରେ ବିଜେପିର ଜିଲ୍ଲା ଆଇଟି ସେଲ୍‌ ସଂଯୋଜକ ଏବଂ ସେ ଏକା ୧୧୧୪ ହ୍ବାଟ୍ସଆପ୍‌ ଗ୍ରୁପ୍‌ର ପରିଚାଳକ । ସେ ମଧ୍ୟ ଦଳର ଫେସବୁକ୍‌ ଏବଂ ଟ୍ବିଟର ଟ୍ରେଣ୍ଡ୍‌ ପରିଚାଳନା କରୁଛନ୍ତି। ଦୀପକ କହିଛନ୍ତି ‌ଯେ ଏହି ବିଶାଳ ସୋସିଆଲ୍‌ ନେଟ୍‌ୱର୍କ ପାଇଁ ତାଙ୍କୁ କଠୋର ପରିଶ୍ରମ କରିବାକୁ ପଡ଼ିଛି ଏବଂ ବିଜେପି ସଭାପତି ଅମିତ ଶାହଙ୍କଠାରୁ ସେ ପ୍ରେରଣା ପାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe