ଗୌତମ ଗମ୍ଭୀରଙ୍କର ୨ଟି ଭୋଟର ଆଇଡି ଅଭି‌ଯୋଗ

Advertisment

ଅପରାଧିକ ମାମଲା ରୁଜୁ କଲା ଆପ୍‌

ଅପରାଧିକ ମାମଲା ରୁଜୁ କଲା ଆପ୍‌

ଦୁର୍ବଳଙ୍କ ପାଇଁ ଆଇପିଏଲରେ କୌଣସି ସ୍ଥାନ ନାହିଁ’ : ଲକ୍ଷ୍ନୌ  ଖେଳାଳିଙ୍କ ଉପରେ ରାଗ ଝାଡ଼ିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ: କ୍ରିକେଟରରୁ ରାଜନେତା ବନିଥିବା ଗୌତମ ଗମ୍ଭୀରଙ୍କର ଦୁଇଟି ଭୋଟର ଆଇଡି ଥିବା ଅଭିଯୋଗ ‌ହୋଇଛି। ପୂର୍ବ ଦିଲ୍ଲୀ ଆସନରୁ ବିଜେପି ପ୍ରାର୍ଥି ଭାବେ ନିର୍ବାଚନ ଲଢ଼ୁଥିବା ଗୌତମଙ୍କର ନାଁ ଭୋଟର ତାଲିକାରେ ୨ ଥର ଅଛି ବୋଲି ଆପ୍‌ ଅଭିଯୋଗ କରିଛି ଏବଂ ଏନେଇ ତିସ୍‌ ହଜାରି କୋର୍ଟରେ ଏକ ଅପରାଧିକ ମାମଲା ରୁଜୁ କରିଛି। ଆପ୍‌ର ପୂର୍ବ ଦିଲ୍ଲୀ ପ୍ରାର୍ଥୀ ଅତିଶୀ କହିଛନ୍ତି ଯେ ଏହା ଏକ ଅପରାଧିକ ମାମଲା ଏବଂ ଏହି ମାମଲାରେ ଗୌତମ ଗମ୍ଭୀରଙ୍କୁ ତୁରନ୍ତ ଅଯୋଗ୍ୟ ଘୋଷଣା କରାଯିବା ଉଚିତ୍‌। କିନ୍ତୁ ଗୌତମ ଗମ୍ଭୀର ଏନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe