DNA India
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜୀବନୀ ଉପରେ ଆଧାରିତ ଚଳଚ୍ଚିତ୍ର ‘ପ୍ରାଇମ୍ ମିନିଷ୍ଟର ନରେନ୍ଦ୍ର ମୋଦୀ’କୁ ଆଜି ନିର୍ବାଚନ କମିସନଙ୍କ ୭ ଜଣିଆ କମିଟି ଦେଖିଛନ୍ତି। ସୁପ୍ରିମ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ କମିଟିର ୭ ଜଣ ସଦସ୍ୟ ସଂପୂର୍ଣ୍ଣ ଚଳଚ୍ଚିତ୍ର ଦେଖିଥିଲେ। କମିଟିରେ ଡେପୁଟି କମିସନର ଉମେଶ ସିଂହ, ସନ୍ଦୀପ ସକ୍ସେନାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ସାମିଲ ଅଛନ୍ତି। କମିଟି ଏବେ ଏହି ଚଳଚ୍ଚିତ୍ର ବାବଦରେ ରାୟକୁ ଏକ ବନ୍ଦ ଲଫାଫାରେ ସୁପ୍ରିମ୍ କୋର୍ଟରେ ଦାଖଲ କରିବେ ବୋଲି ଜଣାପଡ଼ିଛି।
Follow Us