elephant and horse use for camping
ନୂଆଦିଲ୍ଲୀ: ଦିଲ୍ଲୀରେ ପ୍ରଚାର ପାଇଁ ଏବେ ରାଜନେତାମାନେ ଘୋଡ଼ା ଏବଂ ହାତୀ ଭଡ଼ାରେ ଆଣିବାପାଇଁ ଯୋଜନା କରୁଛନ୍ତି। କିନ୍ତୁ ନିର୍ବାଚନ କମିସନ୍ ଏନେଇ ମୂଲ୍ୟ ଧାର୍ଯ୍ୟ କରିଛନ୍ତି। ଇସିଙ୍କ ଦ୍ବାରା ଧାର୍ଯ୍ୟ ହୋଇଥିବା ମୂଲ୍ୟ ଅନୁଯାୟୀ ଗୋଟିଏ ହାତୀକୁ ୫,୦୦୦ ଟଙ୍କାରେ ଭଡ଼ାରେ ଅଣାଯାଇପାରିବ ଏବଂ ଘୋଡ଼ାକୁ ୨,୫୦୦ ଟଙ୍କାରେ ଭଡ଼ାରେ ଅଣାଯାଇପାରିବ।
Follow Us