ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୨,୬୨୬ କୋଟି ଜବତ

Advertisment
ବେଆଇନ ଚାଲାଣ ଅଭିଯୋଗ, ୨ଲକ୍ଷ ୨୯ ହଜାର ଧରିଲେ, ଯାଞ୍ଚ ପରେ ଫେରାଇଲେ

muscatdaily.com

ନୂଆଦିଲ୍ଲୀ : ଚଳିତ ଲୋକସଭା ନିର୍ବାଚନର ସ୍ବଚ୍ଛ ଏବଂ ଅବାଧ   ପରିଚାଳନା  ପାଇଁ ନିର୍ବାଚନ କମିସନ ଅନେକ ଗୁରୁତ୍ବପୂର୍ଣ୍ଣ ପଦ‌କ୍ଷେପ ଗ୍ରହଣ କରିଛନ୍ତି।  ଆଜି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ   ସନ୍ଧ୍ୟା ୬ଟା ସୁଦ୍ଧା   ଏହି ପ୍ରକ୍ରିୟାରେ ମୋଟ ୨,୬୨୬ କୋଟି ଟଙ୍କା ଜବତ  ହୋଇଛି। ଏଥିରେ ୬୦୭ କୋଟି ନଗଦ ଟଙ୍କା, ୧୯୮ କୋଟି ଟଙ୍କାର ମଦ, ୧୦୯୧ କୋଟି ଟଙ୍କାର ନିଶାଦ୍ରବ୍ୟ ଏବଂ ୪୮୬ କୋଟି ଟଙ୍କାର ବିଭିନ୍ନ ମୂଲ୍ୟବାନ୍‌ ଧାତୁ ଜବତ ହୋଇଛି। ଏଥିସହ ୪୮ କୋଟି ଟଙ୍କାର ଅନ୍ୟାନ୍ୟ ଉପହାର ସାମଗ୍ରୀ ମଧ୍ୟ ଜବତ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe