ସିରିଡି: ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଆଜି ସିରିଡିରେ ନିର୍ବାଚନୀ ସଭାରେ ଉଦ୍ବୋଧନ ଦେଉଥିବା ବେଳେ ଅଚାନକ ଅସୁସ୍ଥ ହୋଇପଡ଼ିଥିଲେ। ସେ ଶିବସେନା ପ୍ରାର୍ଥୀ ସଦାଶିବ ଲୋଖଣ୍ଡଙ୍କ ପାଇଁ ପ୍ରଚାର କରିବାକୁ ପହଞ୍ଚି ଥିଲେ। ଚିକିତ୍ସା ପରେ ଗଡ଼କରୀଙ୍କ ସ୍ବାସ୍ଥ୍ୟାବସ୍ଥା ସୁଧୁରିଥିବା ଜଣାପଡ଼ିଛି।
ଅଚାନକ ଅସୁସ୍ଥ ହେଲେ ଗଡ଼କରୀ
Advertisment
Follow Us