କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବେ ଜାଭେଦ ଅଖ୍‌ତର

Advertisment
କହ୍ନେୟା କୁମାରଙ୍କ ପାଇଁ ପ୍ରଚାର କରିବେ ଜାଭେଦ ଅଖ୍‌ତର

ପାଟନା: ବିହାରର ବେଗୁସରାଇ ଆସନରୁ ପ୍ରାର୍ଥୀ ହୋଇଥିବା କହ୍ନେୟା କୁମାରଙ୍କ ପାଇଁ ବାମ ଦଳର ବହୁ ନେତା ପ୍ରଚାରରେ ସାମିଲ ହୋଇଥିବା ବେଳେ ଏବେ ପ୍ରସିଦ୍ଧ ଗୀତିକାର ଜାଭେଦ୍‌ ଅଖ୍‌ତର ମଧ୍ୟ କହ୍ନେୟାଙ୍କ ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। କହ୍ନେୟା ଏହି ଆସନରେ ବିଜେପିର ବରିଷ୍ଠ ନେତା ତଥା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ ସହ ଲଢ଼େଇ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe