ମମତାଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡ଼ୁ

Advertisment
ମମତାଙ୍କୁ ଭେଟିଲେ ଚନ୍ଦ୍ରବାବୁ ନାଇଡ଼ୁ

Oneindia

କୋଲକାତା: ବିଜେପିକୁ ସରକାର ଗଠନ କରିବାକୁ ଜନମତ ମିଳିଥିବା ନେଇ ଏକ୍‌ଜିଟ୍ ପୋଲ୍‌ ଗୁଡ଼ିକ ଦର୍ଶାଇବା ପରେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡ଼ୁ ମୋଦୀଙ୍କୁ ପୁନର୍ବାର ସରକାର ଗଢ଼ିବାକୁ ନଦେବା ଲାଗି ଯଥାସମ୍ଭବ ଉଦ୍ୟମ ଚଳାଇଛନ୍ତି। ଆଜି ସଂଧ୍ୟା ୫ଟାରେ ନାଇଡ଼ୁ କୋଲକାତାରେ ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଛନ୍ତି। ଆସନ୍ତାକାଲି ବିରୋଧୀଦଳ ଗୁଡ଼ିକ ଇଭିଏମ ପ୍ରସଙ୍ଗରେ ନିର୍ବାଚନ କମିସନଙ୍କୁ ଭେଟିବା ନେଇ ସେମାନେ ଆଲୋଚନା କରିଛନ୍ତି। ୨୩ରେ ଫଳ ପ୍ରକାଶ ପାଇବା ପରେ ଉଭୟ ନେତା ଅନ୍ୟ ବିରୋଧୀ ଦଳର ନେତାଙ୍କ ସହିତ ଆଲୋଚନା କରିବାକୁ ନିଷ୍ପତ୍ତି ନେଇଥିବା ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe