ବିଏସ୍‌ପି ପ୍ରାର୍ଥୀ ନିଖୋଜ: ପ୍ରଚାର କାର୍ଯ୍ୟ ତୁଲାଇଲେ ମାୟାବତୀ, ଅଖିଳେଶ

Advertisment
ବିଏସ୍‌ପି ପ୍ରାର୍ଥୀ ନିଖୋଜ: ପ୍ରଚାର କାର୍ଯ୍ୟ ତୁଲାଇଲେ ମାୟାବତୀ, ଅଖିଳେଶ

ଲ‌କ୍ଷ୍ନୌ: ଉତ୍ତରପ୍ରଦେଶର ଘୋସି ଆସନରେ ନିର୍ବାଚନ ଲଢ଼ୁଥିବା ଜଣେ ବିଏସ୍‌ପି ପ୍ରାର୍ଥୀ ଏବେ ନିଖୋଜ ହୋଇ ଯାଇଛନ୍ତି। ମାଉ ଜିଲ୍ଲା ଅନ୍ତର୍ଗତ ଘୋସି ଆସନର ବସପା ପ୍ରାର୍ଥୀ ଅତୁଲ ରାୟଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିବା ଏବଂ ବାରଣାସୀ ଥାନାରେ ଏନେଇ ଏକ ଏତଲା ରୁଜୁ ହେବାପରେ ଗିରଫ ଭୟରେ ଗତ ୧୫ ଦିନ ହେବ ସେ ନିଖୋଜ ହୋଇ ଯାଇଛନ୍ତି। ତେବେ ଅତୁଲଙ୍କ ଅନୁପସ୍ଥିତିରେ ଏବେ ବସପା ସୁପ୍ରିମୋ ମାୟାବତୀ ଏବଂ ସପା ସୁପ୍ରିମୋ ଅଖିଳେଶ ଯାଦବ ଘୋସିରେ ପ୍ରଚାର କାର୍ଯ୍ୟ ତଦାରଖ ପାଇଁ ଅନ୍ୟମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆଜି ମାୟାବତୀ ଏବଂ ଅଖିଳେଶ ଘୋସିରେ ଏକ ରୢାଲି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe