ସିକ୍କିମ୍‌ର ସବୁଠୁ ବୟସ୍କ ଭୋଟର ସୁମିତ୍ରା ରାୟ

Advertisment
ସିକ୍କିମ୍‌ର ସବୁଠୁ ବୟସ୍କ ଭୋଟର ସୁମିତ୍ରା ରାୟ

ଗ୍ୟାଂଟକ୍‌: ସିକ୍କିମ୍‌ର ସବୁଠାରୁ ବୟସ୍କ ଭୋଟର ହେଉଛନ୍ତି ସୁମିତ୍ର ରାୟ। ୧୦୭ ବର୍ଷ ବୟସରେ ବି ଫିଟ୍‌ ଅଛନ୍ତି ସୁମିତ୍ରା। ଆଜି ଏକ ହ୍ବିଲ୍‌ ଚେୟାରରେ ବସି ସୁମିତ୍ରା ଭୋଟ୍‌ ଦେବାପାଇଁ ଆସି ପହଞ୍ଚିଥିଲେ। ସିକ୍କିମ୍‌ର ପୋକଲକ୍‌ କାମରଙ୍ଗ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସେ ଆଜି ମତଦାନ କରିଛନ୍ତି। ରାଜ୍ୟର ସବୁଠାରୁ ବରିଷ୍ଠ ଭୋଟର୍‌ ଭାବେ ତାଙ୍କୁ ଆଜି ନିର୍ବାଚନ ଅଧିକାରୀମାନେ ସମ୍ମାନିତ କରିଛନ୍ତି। ଉଲ୍ଲେଖଯୋଗ୍ୟ ସିକ୍କିମ୍‌ରେ ଆଜି ଗୋଟିଏ ଲୋକସଭା ଆସନ ଏବଂ ସମସ୍ତ ବିଧାନସନା ଆସନରେ ନିର୍ବାଚନ ସଂପୂର୍ଣ୍ଣ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe