Hindustan Times
ଲକ୍ଷ୍ନୌ : ସ୍ମୃତି ଇରାନୀ ଆମେଥିରେ ଜୋତା ବାଣ୍ଟୁଛନ୍ତି ବୋଲି କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଆଜି କହିଛନ୍ତି। ଆମେଥି ଲୋକମାନଙ୍କୁ ଜୋତା ବାଣ୍ଟି ସେ ସେମାନଙ୍କୁ ଅପମାନିତ କରିଛନ୍ତି। ତେବେ ପ୍ରିୟଙ୍କାଙ୍କ କଥାର ଉତ୍ତର ରଖି ସ୍ମୃତି କହିଛନ୍ତି ଯେ ପ୍ରିୟଙ୍କା ନାଟକ କରିବା ବନ୍ଦ କରନ୍ତୁ ଏବଂ ଗରିବ ଲୋକମାନଙ୍କୁ ଭେଟନ୍ତୁ। ସେମାନଙ୍କୁ ଭେଟିଲେ ସେ ଜାଣିପାରିବେ ଯେ ସେମାନେ ଜୋତା କିଣିବାପାଇଁ ବି ଅସମର୍ଥ।
Follow Us