ଜେଲ୍‌ରୁ ମୁକୁଳିଲେ ପ୍ରିୟଙ୍କା ଶର୍ମା, ମମତାଙ୍କୁ କ୍ଷମା ମାଗିବେନି

Advertisment
ଜେଲ୍‌ରୁ ମୁକୁଳିଲେ ପ୍ରିୟଙ୍କା ଶର୍ମା, ମମତାଙ୍କୁ କ୍ଷମା ମାଗିବେନି

India Today

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଫଟୋ ବିକୃତ କରି ପୋଷ୍ଟ୍‌ କରିବା ମାମଲାରେ ‌ଜେଲ୍‌ ଯାଇଥିବା ବି‌ଜେପି ଯୁବନେତ୍ରୀ ପ୍ରିୟଙ୍କା ଶର୍ମା ଆଜି ‌ଜେଲ୍‌ରୁ ମୁକୁଳିଛନ୍ତି। ତେବେ ପ୍ରିୟଙ୍କା ଜେଲ୍‌ରୁ ମୁକୁଳିଲେ ପ୍ରଥମେ ମମତା ବାନାର୍ଜୀଙ୍କୁ କ୍ଷମା ମାଗିବେ ବୋଲି ସୁପ୍ରିମ୍‌ କୋର୍ଟ ନିର୍ଦ୍ଦେଶ ଦେଇଥିବା ସତ୍ତ୍ବେ ପ୍ରିୟଙ୍କା ଆଦୌ କ୍ଷମା ମାଗିବେ ନାହିଁ ବୋଲି କହିଛନ୍ତି। ଫଟୋ ବିକୃତ ମାମଲାରେ ଜେଲ୍‌ ଯାଇଥିଲେ ବି ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ବେ ପ୍ରିୟଙ୍କା ଶର୍ମାଙ୍କୁ ଜେଲ୍‌ରୁ ମୁକୁଳାଇବାରେ ବିଳମ୍ବ ହେବାରୁ କୋର୍ଟ ଆଜି ପଶ୍ଚିମବଙ୍ଗ ସରକାରଙ୍କୁ ଭର୍ତ୍ସନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe