ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଗିରଫ ହୋଇଥିବା ସାମ୍ବାଦିକ ପ୍ରଶାନ୍ତ କନୋଜିଆଙ୍କ ମାମଲାରେ ସୁପ୍ରିମ୍ କୋର୍ଟ କହିଛନ୍ତି ଯେ ସୋସିଆଲ ମିଡିଆର କଟୁକ୍ତିକୁ ଅଦାଲତ ମଧ୍ୟ ସାମ୍ନା କରୁଛନ୍ତି। ଅନେକ ସମୟରେ ସମାଲୋଚନା ଅତ୍ୟନ୍ତ ଅନୁଚିତ ଥିବା ଦେଖାଯାଉଛି। କିନ୍ତୁ ଆମେ ନିଜ ନିଜର ଅଧିକାର ଭିତରେ ହିଁ ରହିବାକୁ ହେବ ଏବଂ ଏହାକୁ ସମ୍ମୁଖୀନ ହେବାକୁ ପଡ଼ିବ ବୋଲି ଜଷ୍ଟିସ୍ ଇନ୍ଦିରା ବାନାର୍ଜୀ ଏବଂ ଅଜୟ ରସ୍ତୋଗିଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି।
ଭାରତକୁ ପାକ୍ କୂଟନୀତିଜ୍ଞଙ୍କ ସମର୍ଥନ
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us