କଂଗ୍ରେସର ଦାବି, ନିରବ ଭୋଟର୍‌ ଆମ ସପକ୍ଷରେ

Advertisment
କଂଗ୍ରେସକୁ ସମର୍ଥନ କରୁଛି ଆର୍ଯ୍ୟ ସମାଜ: ସ୍ବାମୀ ଅଗ୍ନିବେଶ

ନୂଆଦିଲ୍ଲୀ: ୨୦୧୯ ଲୋକସଭା ନିର୍ବାଚନ ପାଇଁ ୩ ପର୍ଯ୍ୟାୟରେ ଭୋଟ୍‌ ଗ୍ରହଣ ସଂପୂର୍ଣ୍ଣ ହେବାପରେ କଂଗ୍ରେସ କହିଛି ଯେ ଯେ ଦେଶର ସବୁ ଅଂଚଳରେ ନିରବ ଭୋଟର୍‌ଙ୍କ ସମର୍ଥନ ଦଳ ସପକ୍ଷରେ ରହିଛି। ଦଳ ହାଇ ଭୋଲଟେଜ ପ୍ରଚାର ଅପେକ୍ଷା ଏଥର ବୁଥ୍‌ସ୍ତରରେ ସ୍ଥିତି ମଜବୁତ ପାଇଁ ପ୍ରୟାସ କରିଛି ଏବଂ ଏହାର ସୁଫଳ ମିଳିବ ବୋଲି କଂଗ୍ରେସ ଡାଟା ୱିଙ୍ଗ୍‌ର ମୁଖ୍ୟ ତଥା ବରିଷ୍ଠ ନେତା ପ୍ରବୀଣ ଚକ୍ରବର୍ତ୍ତୀ କହିଛନ୍ତି। ୨୦୧୪ରେ ଯେଭଳି ମୋଦୀ ଲହର ଥିଲା ଏଥର ସେଭଳି କିଛି ନାହିଁ ଏବଂ କେନ୍ଦ୍ର ସରକାରଙ୍କ ବିରୋଧରେ ଥିବା ଅସନ୍ତୋଷର ଫାଇଦା କଂଗ୍ରେସକୁ ମିଳିବ ବୋଲି ସେ କହିଛନ୍ତି। ୨୦୧୪ରେ କେବଳ ବିଜେପି ଏକାକୀ ୨୮୨ ଆସନ ଦଖଲ କରିଥିଲା। ଏଥର ଚିତ୍ର ସଂପୂର୍ଣ୍ଣ ବଦଳିଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe