ବିଜେପିକୁ ନିର୍ବାଚନ କମିସନଙ୍କ ନୋଟିସ୍‌

Advertisment
ବିଜେପିକୁ ନିର୍ବାଚନ କମିସନଙ୍କ ନୋଟିସ୍‌

Scroll.in

ନୂଆଦିଲ୍ଲୀ: ‘ନମୋ ଟିଭି’ରେ ପୁଣି ନିୟମ ଉଲ୍ଲଂଘନ କରି ନିର୍ବାଚନ ସଂପର୍କିତ ପ୍ରସାରଣ କରାଯାଇଛି ଆଜି ନିର୍ବାଚନ କମିସନ ବିଜେପିକୁ ନୋଟିସ୍‌ କରିଛନ୍ତି। ଦିଲ୍ଲୀରେ ନିର୍ବାଚନ ପ୍ରଚାର ସମୟସୀମା ଶେଷ ହେବାପରେ ମଧ୍ୟ ନମୋ ଟିଭିରେ ଦିଲ୍ଲୀ ନିର୍ବାଚନ ସଂପର୍କିତ ପ୍ରସାରଣ ହୋଇଥିବାରୁ ଏଥିପାଇଁ ବିଜେପିକୁ ନୋଟିସ୍‌ କରାଯାଇଥିବା ଦିଲ୍ଲୀ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ନିର୍ବାଚନ କମିସନ ନମୋ ଟିଭି ପାଇଁ ଯେଉଁ ସବୁ ନିର୍ଦ୍ଦେଶନାମା ଜାରି କରିଥିଲେ ତାହାର ଉଲ୍ଲଂଘନ ହୋଇଥିବା ବିରୋଧୀ ଦଳମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe