ଶୀଲାଙ୍କୁ ଭେଟି ଆଶୀର୍ବାଦ ନେଲେ ମନୋଜ ତିୱାରୀ

Advertisment
ଶୀଲାଙ୍କୁ ଭେଟି ଆଶୀର୍ବାଦ ନେଲେ ମନୋଜ ତିୱାରୀ

Election Facts

ନୂଆଦିଲ୍ଲୀ : ଦିଲ୍ଲୀ ବିଜେପି ମୁଖ୍ୟ ମନୋଜ ତିୱାରୀ ଆଜି ଦିଲ୍ଲୀ କଂଗ୍ରେସ ମୁଖ୍ୟ ଶୀଲା ଦିକ୍ଷିତଙ୍କୁ ତାଙ୍କ ବାସଭବନ‌ରେ ଭେଟିଛନ୍ତି। ଲୋକସଭା ନିର୍ବାଚନରେ ବିଜୟ ହାସଲ ପରେ ତିୱାରୀ ଶୀଲାଙ୍କଠାରୁ ଆର୍ଶୀବାଦ ନେଇଛନ୍ତି। ଦକ୍ଷିଣ ଦିଲ୍ଲୀ‌ ଲୋକସଭା ନିର୍ବାଚନ ମଣ୍ଡଳୀରେ ଶୀଲା ଦୀକ୍ଷିତ, ମନୋଜ ତିୱାରୀ ପରସ୍ପର ବିରୋଧରେ ନିର୍ବାଚନ ଲଢ଼ିଥିଲେ। ତେବେ ତିୱାରୀ ବିପୁଳ ଭୋଟ୍‌ରେ ବିଜୟ ହାସଲ କରିଛନ୍ତି। ବିଜେପି ଏଥର ଦିଲ୍ଲୀରେ ସମସ୍ତ ୭ଟି ଯାକ ଆସନରେ ବିଜୟ ହାସଲ କରିଛି। ଦଳ ୫ଟି ନିର୍ବାଚନ ମଣ୍ଡଳୀରେ ନୂଆ ରେକର୍ଡ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe