ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କମ୍ ପରିଶ୍ରମ କରି ଯଥେଷ୍ଟ ଲାଭ ପାଇବେ। ସାମାଜିକ କାମରେ ସକ୍ରିୟ ଭୂମିକା ନିର୍ବାହ କରିବେ। ଅନ୍‌ଲାଇନ୍‌ରେ ନିଜ ଲାଗି କିଛି ଜିନିଷ ଅର୍ଡର୍‌ କରିପାରନ୍ତି। ପ୍ରେମ ଜୀବନ ଭଲ ରହିବ। 
ବୃଷ: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଇଂଜିନିଅର୍‌ ଠିକ୍ ଦିଶାରେ ଅଭିଜ୍ଞତାର ପ୍ରୟୋଗ କରିବେ। ଜରୁରୀ କାମରେ ଜୀବନସାଥୀର ପରାମର୍ଶ ନେବା ଲାଭପ୍ରଦ। 
ମିଥୁନ: ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗରେ ଅଧୁରା କାମ ପୂରା ହେବାର ସମ୍ଭାବନା ଅଛି। ବେପାରରେ ଯୋଜନାବଦ୍ଧ କୌଶଳରେ କାମ କରିବେ। ବିଲଡର୍ସଙ୍କୁ ଅଚାନକ ଲାଭ ହୋଇପାରେ। 
କର୍କଟ: ପରିବାରରେ ହର୍ଷ ଉଲ୍ଲାସର ବାତାବରଣ ରହିବ। କର୍ତ୍ତୃପକ୍ଷଙ୍କୁ ଖୁସି କରିବା ଲାଗି ଅଧିକ ପରିଶ୍ରମ କରିବେ। ବ୍ୟବସାୟୀଙ୍କୁ ବହୁତ ଭଲ ଅବସର ମିଳିବ। 
ସିଂହ: ଆପଣଙ୍କ ବ୍ୟବହାରକୁ ସକାରାତ୍ମକ ରଖନ୍ତୁ। ଆପଣଙ୍କର ସବୁ କାମ ସଂପୂର୍ଣ୍ଣ ହୋଇଯିବ। ଧୈର୍ଯ୍ୟଧରି ରହନ୍ତୁ। ପିଲାଙ୍କ ସହିତ ବଜାରକୁ ଜିନିଷ କିଣିବାକୁ ଯିବେ। ଘରକୁ କୁଣିଆ ଆସିବେ। 

କନ୍ୟା:  ଆଧ୍ୟାତ୍ମିକତା ଦିଗକୁ ଆପଣଙ୍କ ଧ୍ୟାନ ଢଳି ରହିବ। ପୁରୁଣା ବନ୍ଧୁ ଆପଣଙ୍କ ଘରକୁ ଆସିପାରନ୍ତି। ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ କରିବା ଲାଗି ଦିନଟି ଶୁଭ।
ତୁଳା: ବେପାରରେ ଲାଭର ସମ୍ଭାବନା ଅଛି। ଇଲେକ୍ଟ୍ରୋନିକ୍‌ ଜିନିଷ ଉପରେ ଖର୍ଚ୍ଚ କରିବେ। ବିରୋଧୀ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ବାଣିଜ୍ୟ ଛାତ୍ରୀଙ୍କ ଲାଗି ଦିନଟି ଭଲ। 

ବିଛା: ଆପଣଙ୍କ ବ୍ୟବହାର ସଂଯମ ରହିବ। ଚାକିରିଆଙ୍କୁ ଭଲ ସୁଯୋଗ ମିଳିବ। ବିଶେଷ କାମରେ ବାପାମାଆଙ୍କର ପରାମର୍ଶ ନିଅନ୍ତୁ। ପ୍ରେମ ଜୀବନ ମଧୁର ହେବ। 
କାର୍ଯ୍ୟକ୍ଷେତ୍ରରେ ବରିଷ୍ଠଙ୍କର ସହଯୋଗ ପାଇବେ। ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ବନ୍ଧୁ ସହିତ ମିଶି ମଉଜମସ୍ତି କରିପାରନ୍ତି। 
ମକର: ନିଜ ସାମାଜିକ ପରିସର ବଢ଼ାଇବା ଲାଗି ଯଥାସମ୍ଭବ ଚେଷ୍ଟା କରିବେ। କାର୍ଯ୍ୟକ୍ଷେତ୍ରରେ ବନ୍ଧୁ ଠାରୁ ଆର୍ଥିକ ସାହାଯ୍ୟ ମିଳିପାରେ। ବିଲ୍‌ଡର୍‌ଙ୍କୁ ଧନଲାଭ ହେବ। ଜୀବନସାଥୀ ଆପଣଙ୍କୁ ଖୁସି ଖବର ଶୁଣାଇବେ। 
କୁମ୍ଭ: ଆର୍ଥିକ ଚିନ୍ତା ଦୂର ହେବ। କୌଣସି କାମର ଯୋଜନା ସଂପୂର୍ଣ୍ଣ ହୋଇଯିବ। ଚାକିରିରେ ପଦୋନ୍ନତିର ସୁଯୋଗ ଆସିପାରେ। ଦାମ୍ପତ୍ୟ ଜୀବନ ମଧୁରତାରେ ପୂର୍ଣ୍ଣ ରହିବ। 
ମୀନ: ପୂଜାପାଠରେ ସମୟ ବିତିବ। ସୁସମ୍ବାଦ ପାଇବେ। ଅଧୁରା କାମ ପୂରା କରିବାରେ ସହକର୍ମୀଙ୍କ ସାହାଯ୍ୟ ମିଳିପାରେ। ଆର୍ଥିକ ସମସ୍ୟା ସମାପ୍ତ ହୋଇଯିବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe