ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେ‌ଷ: ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣଙ୍କ ମନରେ ଅଧିକ ଅର୍ଥ ରୋଜଗାରର ବିଚାର ଆସିବ। କଠିନ ପରିସ୍ଥିତିରେ କୌଣସି ବ୍ୟକ୍ତିଙ୍କର ସାହାଯ୍ୟ ପାଇବେ। 
ବୃଷ: ଭ୍ରମଣରେ ଯାଆନ୍ତୁ ଲାଭ ହେବ। ଆପଣଙ୍କର କଠିନ ପରିଶ୍ରମ ଫଳଦାୟୀ ସାବ୍ୟସ୍ତ ହେବ। ଛାତ୍ରଛାତ୍ରୀ ଅନ୍‌ଲାଇନ୍‌ରେ କିଛି ଶିଖିବାକୁ ଚେଷ୍ଟା କରିବେ। 
ମିଥୁନ: କାରବାର ବୃଦ୍ଧି ଲାଗି ଦିନଟି ଶୁଭ। ପର୍ଯ୍ୟଟନ କ୍ଷେତ୍ରରେ କାମ କରୁଥିବା ଲୋକଙ୍କୁ ଲାଭ ହେବ। ଛାତ୍ରଙ୍କୁ ପ୍ରୋଜେକ୍ଟରେ ବଡ଼ ଭଉଣୀର ସାହାଯ୍ୟ ମିଳିବ। 
କର୍କଟ: ଆପଣଙ୍କ ମନ ଅଧିକ ଆଧ୍ୟାତ୍ମିକ ରହିବ। ବେପାରରେ ବାପାମାଆଙ୍କ ମତ ଫଳପ୍ରଦ ସାବ୍ୟସ୍ତ ହେବ। ଅଫିସରେ ନୂଆ ଲୋକଙ୍କ ସହିତ ମିଶିବେ।

ସିଂହ: ଘରେ କୌଣସି ଧାର୍ମିକ ଆୟୋଜନ କରିପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ରାସ୍ତା ଖୋଲିବ। 

କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଶୁଭ। ଜମି ସଂପର୍କିତ ମାମଲାର ସାମାଧାନ ହୋଇଯିବ। ଧନଲାଭର ଯୋଗ ରହିଛି। ଶିକ୍ଷକଙ୍କ ଲାଗି ଦିନଟି ଅନୁକୂଳ ରହିବ। 
ତୁଳା: ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ ରହିବ। ଗୃହିଣୀ ଜୀବନସାଥୀ ଠାରୁ ଉପହାର ପାଇବେ। ନୂଆ କାମ କରିବା ଲାଗି ବଡ଼ଙ୍କ ଠାରୁ ପରାମର୍ଶ ନିଅନ୍ତୁ। ସ୍ବାସ୍ଥ୍ୟରେ ଉନ୍ନତି ହେବ। 
ବିଛା: ଅଟକିଥିବା କାମ ନିଜ ଲୋକଙ୍କ ସାହାଯ୍ୟରେ ପୂରା ହୋଇଯିବ। ବିରୋଧୀ ପକ୍ଷ ଦୂରେଇ ରହିବେ। କାମରେ ଆପଣଙ୍କ ଆତ୍ମବିଶ୍ବାସର ଝଲକ ଦେଖାଦେବ। 
ଧନୁ: ପୂର୍ବରୁ କରିଆସୁଥିବା କାମର ସକାରାତ୍ମକ ପରିଣାମ ପାଇବେ। ଆବେଗକୁ ନିୟନ୍ତ୍ରଣରେ ରଖନ୍ତୁ, ଲାଭ ହେବ। ଜରୁରୀ କାମରେ ଜୀବନସାଥୀର ସାହାଯ୍ୟ ପାଇବେ। 
ମକର: ଭାବିଥିବା କାମ ପୂରା ହେବ। କୌଣସି ନିବେଶ କରିବା ପୂର୍ବରୁ ଭଲଭାବେ ପରୀକ୍ଷାନିରୀକ୍ଷା କରି ନିଅନ୍ତୁ। ପ୍ରେମୀଯୁଗଳ ପରସ୍ପରଙ୍କୁ ଉପହାର ଦେବେ। 
କୁମ୍ଭ: ଇଂଜିନିଅର୍‌ଙ୍କ ଲାଗି ଦିନଟି ଭଲ ରହିବ। କାରବାରରେ ଏଭଳି କଥା ସାମ୍ନାକୁ ଆସିବ ଯାହା ଭବିଷ୍ୟତରେ ଲାଭ ଦେବ। ପ୍ରେମିକଙ୍କ କାର୍ଯ୍ୟ ଦେଖି ଆପଣଙ୍କ ମନ ଖୁସି ହୋଇଯିବ।
ମୀନ: ସଂଶୟ ସମାପ୍ତ ହେବ। ଜଟି​ଳ ପ୍ରଶ୍ନର ଉତ୍ତର ଆପଣଙ୍କୁ ମିଳିଯିବ। ଦମ୍ପତି ଭଲ ଜାଗାକୁ ବୁଲିଯିବେ। ଅଧୁରା କାମ ପୂରା ହୋଇଯିବ। ଜୀବନସାଥୀ ଖୁବ୍ ସୁନ୍ଦର ଉପହାର ଦେବେ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe