ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

popq

ମେଷ: ରବି, ସୋମ ଓ ମଙ୍ଗଳବାର ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ବୁଧ ଓ ଗୁରୁବାର ସାମାଜିକ ଓ ରାଜନୈତିକ କ୍ଷେତ୍ରରେ ଲାଭ ପାଇବେ। ଶୁକ୍ର ଓ ଶନିବାର କ୍ୟାରିୟର୍‌ ସମ୍ବନ୍ଧରେ ଭଲ ଖବର ପାଇବେ।
ବୃଷ: ରବି, ସୋମ ଓ ମଙ୍ଗଳବାର ଧନ ଅର୍ଜନ କରିବାରେ କୌଣସି ମଉକା ପାଇବେ। ବୁଧ ଓ ଗୁରୁବାର ଶିକ୍ଷା ଓ କଳା ସହ ସଂପର୍କିତ କାର୍ଯ୍ୟରେ ପ୍ରଗତି ହେବ। ଶୁକ୍ର ଓ ଶନିବାର ରୋଗ ଓ ଋଣରୁ ମୁକ୍ତି ପାଇବେ।
ମିଥୁନ:ରବି, ସୋମ ଓ ମଙ୍ଗଳବାର ଜୀବନରେ ଉନ୍ନତି ପାଇଁ ନୂଆ ରାସ୍ତା ଖୋଲିବ। ବୁଧ ଓ ଗୁରୁବାର ପାରିବାରିକ ଜୀବନରେ ସୁଖ ଶାନ୍ତି ଓ ସମୃଦ୍ଧି ବଢ଼ିବ। ଶୁକ୍ର ଓ ଶନିବାର ପ୍ରେମୀଯୁଗଳ ନିଜ ବିବାଦ ନିଜେ ସମାଧାନ କରିବେ।
କର୍କଟ:ରବି, ସୋମ ଓ ମଙ୍ଗଳବାର ବ୍ୟବସାୟରେ ସଫଳତା ପାଇବେ। ବୁଧ ଓ ଗୁରୁବାର ଲକ୍ଷ୍ୟ ନିର୍ଦ୍ଧାରିତ ଲାଗି ଯୋଜନା ପ୍ରସ୍ତୁମତ କରିବେ। ଶୁକ୍ର ଓ ଶନିବାର ବାପାମାଆଙ୍କଠାରୁ କୌଣସି ବିଷୟରେ ମତ ନେଇପାରନ୍ତି।

ସିଂହ: ରବି, ସୋମ ଓ ମଙ୍ଗଳବାର ପୁଞ୍ଜି ନିବେଶ କରନ୍ତୁ, ଲାଭଦାୟକ ହେବ। ବୁଧ ଓ ଗୁରୁବାର ଛାତ୍ରଛାତ୍ରୀ ଲେଖାପଢ଼ାରେ ମନୋଯୋଗ ଦେବେ। ଶୁକ୍ର ଓ ଶନିବାର ଜୀବନସାଥୀ ସହିତ ଭଲ ସମୟ ଅତିବାହିତ କରିବେ।

କନ୍ୟା: ରବି, ସୋମ ଓ ମଙ୍ଗଳବାର ଅତ୍ୟଧିକ ଆତ୍ମବିଶ୍ବାସ ହାନିକାରକ ହୋଇପାରେ। ବୁଧ ଓ ଗୁରୁବାର ଆମଦାନି ବୃଦ୍ଧି ଲାଗି ଦିମାକ୍‌ରେ ଯୋଜନା ଆସିବ। ଶୁକ୍ର ଓ ଶନିବାର ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।
ତୁଳା: ରବି, ସୋମ ଓ ମଙ୍ଗଳବାର କୌଣସି ବ୍ୟକ୍ତିଙ୍କଠାରୁ ଆଶାଠୁ ଅଧିକ ଲାଭ ପାଇବେ। ବୁଧ ଓ ଗୁରୁବାର ବିରୋଧୀ କ୍ଷତି ପହଞ୍ଚାଇବାକୁ ପ୍ରୟାସ କରିବେ। ଶୁକ୍ର ଓ ଶନିବାର ଅଧୀନସ୍ଥ ବ୍ୟକ୍ତିଙ୍କ ମାଧ୍ୟମରେ ଲାଭ ପାଇବେ।
ବିଛା: ରବି, ସୋମ ଓ ମଙ୍ଗଳବାର ଅକାରଣରେ ଆରମ୍ଭ ହୋଇଥିବା ବାଧା ସମାପ୍ତ ହୋଇଯିବ। ବୁଧ ଓ ଗୁରୁବାର ରାଜନୀତିକ ଲୋକଙ୍କ ଲାଗି ସମୟ ଭଲ। ଶୁକ୍ର ଓ ଶନିବାର ପାରିବାରିକ ବାତାବରଣ ପ୍ରସନ୍ନତାବର୍ଦ୍ଧକ ରହିବ।
ଧନୁ: ରବି, ସୋମ ଓ ମଙ୍ଗଳବାର ସରକାରୀ ଓ ସାମାଜିକ କାର୍ଯ୍ୟରେ ପ୍ରଗତିହେବ। ବୁଧ ଓ ଗୁରୁବାର ପରିବର୍ତ୍ତନ ଆପଣଙ୍କ ସପକ୍ଷରେ ହେବ। ଶୁକ୍ର ଓ ଶନିବାର ଆପଣଙ୍କ କଥାରେ ଲୋକେ ପ୍ରଭାବିତ ହେବେ।
ମକର: ରବି, ସୋମ ଓ ମଙ୍ଗଳବାର ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ବୁଧ ଓ ଗୁରୁବାର ପାରିବାରିକ ଜୀବନ ସମୃଦ୍ଧ, ଶାନ୍ତିପୂର୍ଣ୍ଣ ରହିବ। ଶୁକ୍ର ଓ ଶନିବାର କୌଣସି ମନ୍ଦିରରେ ଦାନପୁଣ୍ୟ ଜିନିଷ ବାଣ୍ଟିବେ।
କୁମ୍ଭ: ରବି, ସୋମ ଓ ମଙ୍ଗଳବାର ଅନ୍ୟମାନଙ୍କୁ ବୁଝିବାରେ ସଫଳ ହେବେ। ବୁଧ ଓ ଗୁରୁବାର ନିଜର କର୍ତ୍ତବ୍ୟ ପ୍ରତି ସଚେତନ ରହନ୍ତୁ। ଶୁକ୍ର ଓ ଶନିବାର କୌଣସ ବଡ଼ କଂପାନିରେ ଚାକିରିର ସୁଯୋଗ ଆସିବ।
ମୀନ: ରବି, ସୋମ ଓ ମଙ୍ଗଳବାର ରଚନାତ୍ମକ କାର୍ଯ୍ୟରେ ସୁନାମ ଅର୍ଜନ କରିବେ। ବୁଧ ଓ ଗୁରୁବାର ପରିବାରରେ ଆନନ୍ଦ ଓ ସାମଞ୍ଜସ୍ୟ ଭାବନା ବଜାୟ ରହିବ। ଶୁକ୍ର ଓ ଶନିବାର ବନ୍ଧୁ ଧୋକା ଦେଇପାରନ୍ତି।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe