ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ:-କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ସରକାରୀ ଚାକିରି ପାଇଁ ପ୍ରସ୍ତୁତି କରୁଥିବା ବ୍ୟକ୍ତି ସଫଳତା ପାଇବେ। ଆପଣଙ୍କ କଥାରେ ବନ୍ଧୁ ପ୍ରଭାବିତ ହେବେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ସ୍ବାସ୍ଥ୍ୟ ଠିକ୍ ରହିବ।

ବୃଷ:-:ଟେକ୍ସଟାଇଲି ବ୍ୟବସାୟ କରୁଥିବା ଲୋକଙ୍କୁ ଯଥେଷ୍ଟ ଧନଲାଭ ହେବ। ସାମାଜିକ ଗତିବିଧିରେ ଆପଣଙ୍କର ପ୍ରାଧାନ୍ୟ ରହିବ। ପରିବାର ଲୋକଙ୍କ ସହିତ ଭଲ ସମୟ ଅତିବାହିତ କରିବେ। ନିଜକୁ ସୁସ୍ଥ ଅନୁଭବ କରିବେ।

ମିଥୁନ:-ଇସ୍ପାତ ବ୍ୟବସାୟ କରୁଥିବା ବ୍ୟକ୍ତି ଭଲ ଧନ କମାଇବେ। ଜୀବନସାଥୀଙ୍କୁ ଦାମିକା ଉପହାର ଦେଇପାରନ୍ତି। ବୃଷରାଶିର ବ୍ୟକ୍ତି ରୋଜାଗାରର ନୂଆ ଅବସର ପାଇବେ। ଆପଣଙ୍କ ଅଫିସ କାମରେ ଯାତ୍ରା ଯୋଗ ରହିଛି।

କର୍କଟ:-କାର୍ଯ୍ୟକୁ ପୂରା କରିବା ପାଇଁ ମନପ୍ରାଣ ଢ଼ାଳି କାମ କରିବେ। ଉଚିତ ନିର୍ଣ୍ଣୟ ନେଲେ ଯଥେଷ୍ଟ ସମସ୍ୟାର ସମାଧାନ ହେବ। ଘରୋଇ ଉଦ୍ୟୋଗରେ କାମ କରୁଥିବା ଲୋକଙ୍କର ସମୟ ବଦଳି ପାରେ।

ସିଂହ:-ଅଫିସ ବୈଠକରେ ଆପଣଙ୍କର ବିଚାର ରଖିବେ। ସରାକାରୀ ଚାକିରିରେ ସୁଖଦ ପରିବର୍ତ୍ତନ ହେବ। ସାମାଜିକ କାର୍ଯ୍ୟରେ ବଡ଼ ଦାୟିତ୍ବ ପାଇବେ। ଦାମ୍ପତ୍ୟ ଜୀବନ ସୁଖଶାନ୍ତିରେ ମାହୋଲ ବଜାୟ ରହିବ।

କନ୍ୟା:-ସାରା ଦିନ ଭାଗ୍ୟ ଆପଣଙ୍କୁ ସାଥ୍ ଦେବ। ତରବରିଆରେ କୌଣସି ବି ଫଇସଲା କରନ୍ତୁ ନାହିଁ। ଅଜଣା ବ୍ୟକ୍ତିଙ୍କ ସହଯୋଗରେ ଆପଣଙ୍କ ମନ ପ୍ରସନ୍ନ ରହିବ। ଘରକୁ ବନ୍ଧୁ ଆସିବା ଯୋଗୁଁ ମହିଳାଙ୍କର କାମ ବଢ଼ିପାରେ।

ତୁଳା:-ଦିନଟି ଶୁଭାରମ୍ଭ ଭଲ କାମରୁ କରିବେ। ବନ୍ଧୁ ସହିତ ହାସ୍ୟ ପରିହାସ କରିବାର ମଉକା ପାଇବେ। ଉନ୍ନତି ପାଇଁ ରାସ୍ତା ଖୋଲିବ। କିଛି ଲୋକ ଆପଣଙ୍କୁ ନିଜ କାମ ପାଇଁ ସାହାଯ୍ୟ ମାଗି ମାଗିବେ।

ବିଛା:-ନୂଆ କାମ କରିବା ସଂପର୍କରେ ଘର ଲୋକଙ୍କ ସହିତ ଆଲୋଚନା କରିବେ। ବିଶେଷ ସଂସ୍ଥା ସହିତ ଯୋଡ଼ି ରହିଥିଲେ ଆପଣଙ୍କର ଯୋଗଦାନ ଦିଅନ୍ତୁ। ବାହାରେ ମସଲାଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।

ଧନୁ:-କାରବାରରେ କିଛିନାକିଛି ଆହ୍ବାନର ସାମନା କରିବେ। ପ୍ରେମୀ ଯୁଗଳ ଜଣେ ଅନ୍ୟଜଣଙ୍କ ପାଇଁ ସାମଞସ୍ୟ ଓ ସହଯୋଗର ଭାବନା ରଖନ୍ତୁ। କାମକୁ ଟାଳିବା ବ୍ୟତୀତ ତା’ ଉପରେ ବିଚାର କରନ୍ତୁ।

ମକର:-ଜୀବନରେ ଆଗକୁ ବଢ଼ିବାର ଅବସର ପାଇବେ। ପାରିବାରିକ ଲୋକଙ୍କର ଉପଲବ୍ଧିରୁ ଘରେ ଉତ୍ସବର ମାହୋଲ ଆଣିବ। ନୂଆ ପ୍ରୋଜେକ୍ଟ ପୂରା କରିବାରେ ଅଧିକାରୀଙ୍କ ସହଯୋଗ ପାଇବେ।

କୁମ୍ଭ:-ଅନ୍ୟମାନଙ୍କ ସହିତ କଥାବର୍ତ୍ତାରେ ମଧୁରତା ରଖନ୍ତୁ। ଅଧିକାରୀ ସହିତ ସାକ୍ଷାତ ଯୋଗ ରହିଛି। ଲେଖନ କ୍ଷେତ୍ରରେ ଥିବା ବ୍ୟକ୍ତି ଖୁସି ଖବର ପାଇବେ। ବେପାରରେ ଆଶାଠୁ ଅଧିକ ଲାଭ ପାଇବେ।

ମୀନ:-ସକାରାତ୍ମକ ଭାବନା ଆପଣଙ୍କ ଲାଗି ହିତକର ସାବ୍ୟସ୍ତ ହେବ। ବ୍ୟବସାୟ ବଢ଼ାଇବା ପାଇଁ ଯୋଜନା କରିବେ। ବ୍ୟବହାରରେ ବିନମ୍ରତା ଓ କୋମଳତା ସମ୍ମାନ ଆଣିବ। ପାରିବାରିକ ହିତରେ କିଛି ବଡ଼ ନିଷ୍ପତ୍ତି ନେବେ।

ଦୈନିକ ରାଶିଫଳ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe