ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେ‌ଷ: କାମ ସମ୍ବନ୍ଧରେ ଦୂରସ୍ଥାନକୁ ଯିବେ। ଅଫିସରେ ଆପଣଙ୍କର ସଚ୍ଚୋଟତା ପାଇଁ କତୃପକ୍ଷ ଆପଣଙ୍କର ଦରମା କରାଇବେ। କାରବାର ସହିତ ନିଜ ଜୀବନର ଭାରସାମ୍ୟ ବଜାୟ ରଖନ୍ତୁ। ‌

ବୃଷ: ଆପଣ କୌଣସି କାମକୁ ନେଇ ଉତ୍ସାହିତ ହେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ମାମଲାରେ ବାପା ମାଆଙ୍କ ସାହାଯ୍ୟ ପାଇବେ। ପ୍ରେମ ଜୀବନ ଭଲ ରହିବ।

ମିଥୁନ: ଆପଣ ସହ କୌଣସି ପ୍ରିୟ ବ୍ୟକ୍ତି ମିଶିବାକୁ ଆସିବେ। ଆପଣଙ୍କ ମନ କୌଣସି ନୂଆ କାମରେ ଲାଗିବ। ଦାମ୍ପତ୍ୟ ଜୀବନରେ ନୂଆ ନୂଆ ଖୁସି ଆସିବ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

କର୍କଟ: ଜୀବନସାଥୀର ଭାବନା ବୁଝିବାକୁ ସବୁ ପ୍ରକାର ପ୍ରୟାସ କରିବେ। ପ୍ରୋଜେକ୍ଟ କାମରେ ଜୀବନସାଥୀର ପୂରା ସହଯୋଗ ପାଇବେ। ଅଫିସ କାମରେ ଅନ୍ୟର ମତ ନେବାର ନିବୃତ୍ତ ରହନ୍ତୁ।

ସିଂହ: ଗାୟକଙ୍କୁ କୌଣସି ବଡ଼ ମଞ୍ଚରେ ଗୀତ ଗାଇବାର ସୁଯୋଗ ଆସିପାରେ। ଦିନଟି ସଂପୂର୍ଣ୍ଣରୂପେ ଉପଭୋଗ କରିବେ। ଜୀବନସାଥୀର ବ୍ୟବହାରରେ ପରିବର୍ତ୍ତନ ଆସିବ।

କନ୍ୟା: ଆପଣଙ୍କ ପିଲା ଆପଣଙ୍କୁ ଗର୍ବ ଅନୁଭବ କରାଇପାରନ୍ତି। ସମାଜରେ ମାନ ସମ୍ମାନ ବଢ଼ିବ। ବ୍ୟବସାୟରେ ଆପଣଙ୍କୁ କୌଣସି ବଡ଼ ଡ଼ିଲ୍ ମିଳିପାରେ। ପରିବାର ଲୋକଙ୍କ ସହିତ ସାମଞସ୍ୟ ବଜାୟ ରଖନ୍ତୁ।

ତୁଳା: ବ୍ୟବସାୟ ମାମଲାରେ ରାଜ୍ୟ ବାହାରକୁ ଯାଇପାରନ୍ତି। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ସ୍ବାସ୍ଥ୍ୟରେ ସୁଧାର ହେବ।

ବିଛା: ଆପଣଙ୍କର ଦୀର୍ଘ ଦିନର କାମ ସହକର୍ମୀଙ୍କ ସହଯୋଗରେ ପୂରା ହୋଇଯିବ। ଛାତ୍ରଛାତ୍ରୀ କୌଣସି ମହତ୍ବପୂର୍ଣ୍ଣ ବିଷୟରେ ସଂଶୟର ରହିବେ। ଶିକ୍ଷକ ଆପଣଙ୍କର ସହାୟତା କରିବେ।

ଧନୁ: ଆପଣଙ୍କ ମନ କିଛି ନୂଆ କାମରେ ଲାଗିବ। ଆପଣଙ୍କର ତଳିଆ କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚେଷ୍ଟା କରିବେ। ଅର୍ଡ଼ର ସପ୍ଲାଇଙ୍କୁ ଲାଭ ହେବ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବେ। ‌

ମକର: ପରିବାର ଆଗରେ ଆପଣଙ୍କୁ ମତ ରଖିବାର ପୂରା ମଉକା ମିଳିବ। ଆପଣଙ୍କ ଯୋଜନାରେ ଲୋକେ ପ୍ରଭାବିତ ହେବେ। ମହିଳାମାନେ ଅନଲାଇନି ବ୍ୟବସାୟ ଆରମ୍ଭ କରିପାରନ୍ତି।‌

କୁମ୍ଭ: ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ଘରକୁ କୌଣସି ବନ୍ଧୁ ଆସିବେ। ମାଆ ନିଜର ପିଲାଙ୍କୁ ନୈତିକ କାହାଣୀ ଶୁଣାଇବେ। ଆପଣଙ୍କର ଭୌତିକ ସୁଖ ସୁବିଧା ବଜାୟ ରହିବ।

ମୀନ: ପୁରୁଣା ବନ୍ଧୁ ସହିତ ଅଚାନକ ଭେଟ ହେବ। କାମ କରିବା ପାଇଁ ନୂଆ ପଦ୍ଧତି ଉପରେ ବିଚାର କରିବେ। ଦାମ୍ପତ୍ୟ ଜୀବନରେ ପ୍ରସନ୍ନତା ବଜାୟ ରହିବ। ସନ୍ଧ୍ୟାରେ ବାହାରକୁ ବୁଲି ଯିବାର ଯୋଜନା କରିବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe