Horoscope November 20: ଜାଣନ୍ତୁ ଆଜିର ରାଶିଫଳ

ଆଜିର ରାଶିଫଳରେ ମେଷରୁ ମୀନ ପର୍ଯ୍ୟନ୍ତ ୧୨ଟି ରାଶିର ଦୈନିକ ଭବିଷ୍ୟ ବିଷୟରେ ଜାଣନ୍ତୁ। କାର୍ଯ୍ୟ, ପ୍ରେମ, ବ୍ୟବସାୟ, ସ୍ବାସ୍ଥ୍ୟ ଓ ପାରିବାରୀକ ଜୀବନର ଶୁଭ-ଅଶୁଭ ଫଳ ଏଠାରେ ପାଇପାରିବେ।

AJIRA RASIFALA

Horoscope today. Photograph: (sambad.in)

ମେଷ: ଆପଣଙ୍କ ସାମନାରେ ଯାହା କଠିନ ମାମଲା ଅଛି ତାର କଥାବର୍ତ୍ତା କରନ୍ତୁ ସମାଧାନ ହୋଇଯିବ। ବନ୍ଧୁ ସହିତ ରାତ୍ରିଭୋଜନ ପାଇଁ ଯାଇପାରନ୍ତି। ଯେତେ ଖଟିବେ ସେତେ ଲାଭ ପାଇବେ।‌

ବୃଷ: ଧାର୍ମିକ ଯାତ୍ରାରେ ଯିବା ଯୋଗ ଅଛି। ନିଜର ଦୁର୍ବଳତା ଜାଣି ସୁଧାରିବାର ଚେଷ୍ଟା କରନ୍ତୁ। ଜମି ସମ୍ବନ୍ଧୀୟ ଫଇସଲା ଆପଣଙ୍କ ପକ୍ଷରେ ଆସିବ। ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବାର ଯୋଗ ଅଛି। ‌

ମିଥୁନ: ଭାବନାର ବଶବର୍ତ୍ତୀ ହୋଇ ବିନା ଭାବିଚିନ୍ତି କାହାରି ବଚନ ଦିଅନ୍ତୁ ନାହିଁ। ପଦୋନ୍ନତି ପାଇଁ କାହାରି ସହିତ କଥା ହୋଇପାରନ୍ତି। କ୍ୟାରିୟରରେ ସଫଳତା ପାଇଁ ଯୋଜନା କରିବେ। ‌

କର୍କଟ: ପ୍ରେମ ଭାବରେ ନିଜ କାମ କରିବାର ଅଛି। ଅନ୍ୟମାନଙ୍କ ମାମଲାରେ ହସ୍ତକ୍ଷେପ କରନ୍ତୁ ନାହିଁ। ନିଜ ଗତିବିଧି ଉପରେ ଧ୍ୟାନ ଦିଅନ୍ତୁ। କୌଣସି ପ୍ରକାର ନିର୍ଣ୍ଣୟ ନେବା ପୂର୍ବରୁ ଭଲଭାବେ ଭାବିଚିନ୍ତି କରନ୍ତୁ। 

ସିଂହ: ବ୍ୟବସାୟରେ ଆଗକୁ ବଢ଼ିବା ପାଇଁ ଆପଣଙ୍କ ପାଖରେ ଭଲ ମଉକା ଅଛି। ଅନ୍ୟମାନଙ୍କ ବିଶ୍ବାସ ଭଙ୍ଗ କରନ୍ତୁ ନାହିଁ। ପ୍ରତିଟି କାମ ନିଷ୍ଠାର ସହିତ କରନ୍ତୁ। ପରିବାରରେ ଆପଣଙ୍କ ଭଲ କାମର ପ୍ରଶଂସା ହେବ। 

କନ୍ୟା

କନ୍ୟା: ଦନଟି ଆପଣଙ୍କ ଜୀବନରେ ଏକ ନୂଆ ନୂଆ ଦୃଷ୍ଟିକୋଣ ନେଇ ଆସିବ। ଅଫିସରେ କଛି ସହକର୍ମୀ ଆପଣଙ୍କର ବିରୋଧ କରିପାରନ୍ତି। ଯେତେ ଏକାଗ୍ର ଚିତ୍ତ ହୋଇ କାମ କରିବେ ସେତେ ଲାଭ ପାଇବେ।

ତୁଳା: ଘରେ ଉଚିତ ବ୍ୟବସ୍ଥା ବଜାୟ ରଖିବା ଚେଷ୍ଟାରେ ସଫଳ ହେବେ। ଅନ୍ୟମାନଙ୍କ କଥାରେ ନ ମାତି ନିଜ ବିବେକରେ କାମ କରିବାକୁ ହେବ। ଏହାଦ୍ବାରା ଆପଣ ଭଲ ନିର୍ଣ୍ଣୟ ନେଇ ପାରିବେ। 

ବିଛା: ବ୍ୟବସାୟରେ ବହୁତ ଅଧିକ ବ୍ୟସ୍ତ ରହିବେ। ବିଭିନ୍ନ ଉତ୍ସରୁ ଧନଲାଭ ହେବ। ସରକାରୀ କର୍ମଚାରୀ ଅନ୍ୟ ବିଭାଗରେ କାମକରିବାକୁ ଯିବେ। ଭାଗୀଦାରିର ଗତିବିଧି ଉପରେ ଧ୍ୟାନ ଦିଅନ୍ତୁ।

ଧନୁ: କାମ ପ୍ରତି ପୂରା ଧ୍ୟାନ ରହିବ। ସରକାର ବା ଉଚ୍ଚାଧିକାରୀଙ୍କ ଠାରୁ ଲାଭ ପାଇବେ। ନିଜ ପିଲାର ଉଜ୍ଜ୍ବଳ ଭବିଷ୍ୟତ ଲାଗି ଯୋଜନା ପ୍ରସ୍ତୁତ କରିବେ। ସକାରାତ୍ମକ ଆପଣଙ୍କ ଜୀବନକୁ ଅଦ୍ଭୁତ କରିପାରେ। 

ମକର: ନିଜର କାର୍ଯ୍ୟ ଦକ୍ଷତା ଅନ୍ୟ ଲୋକଙ୍କୁ ପ୍ରଭାବିତ କରିବ। ସମାଜରେ ପ୍ରତିଷ୍ଠା ବଢ଼ିବ। ଛାତ୍ରଙ୍କ ଲାଗି ଦିନଟି ଭଲ। ଆପଣଙ୍କ ଆଗରେ କେତେ ପ୍ରକାର କାମ ହେବ। ପ୍ରତିଟି କାମ ଚତୁରତାରେ କରନ୍ତୁ। 

କୁମ୍ଭ: ଯଦି ଆପଣଙ୍କ ସରକାରୀ କାମ ଅଟକି ରହିଛି ତେବେ କୌଣସି ଅଧିକାରୀ ମାଧ୍ୟମରେ ପୂରା ହୋଇଯିବ। ଚାକିରିରେ ସ୍ଥିତି ଯଥାପୂର୍ବ ରହିବ। ପ୍ରୋଜେକ୍ଟରେ ସହକର୍ମୀଙ୍କ ସହଯୋଗ ପାଇବେ। 

ମୀନ: ଦିନସାରା ଆତ୍ମବିଶ୍ବାସ ଅଧିକ ରହିବ। ଭାବିଥିବା କାମ ଓ ଏବଂ ଯୋଜନାକୁ ପୂରା କରିବା ଲାଗି ଦିନଟି ଭଲ। ପୂର୍ବରୁ ଲାଗି ରହିଥିବା କାହାରି ସହିତ ମନାନ୍ତର ଦୂର ହୋଇଯିବ। କୌଣସି ସଂପତ୍ତିର ଡ଼ିଲ୍ କରିପାରନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe