ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ଅଦ୍ୟତନ ହୋଇଛି
horoscopeqw

ମେଷ: ଆପଣଙ୍କୁ କୌଣସି ବଡ଼ ସଫଳତା ମିଳିପାରେ। କୌଣସି ବନ୍ଧୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ଅଫିସରେ କୌଣସି କାମକୁ ନେଇ ଆପଣଙ୍କୁ ପୁରୁସ୍କୃତ କରାଯିବ। ପ୍ରେମ ଜୀବନ ଭଲ ରହିବ।

ୃଷ: କୌଣସି କାମ କରିବା ପାଇଁ ନୂଆ ନିୟମ ଉପରେ ବିଚାର କରିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ସାମାଜିକ ସମାରୋହରେ ଆପଣଙ୍କର ଭାଗୀଦାରି ହେବ। ବିଲଡ଼ରସଙ୍କ ଲାଗି ଦିନଟି ଭଲ ରହିବ।

ମିଥୁନ: ବାଦ ବିବାଦ ଠାରୁ ଦୂରରେ ରହି ନିଜ କାମରେ ମନ ଲଗାନ୍ତୁ। ବେପାରୀବର୍ଗଙ୍କର ଆର୍ଥିକ ସ୍ଥିତିରେ ସୁଧାର ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ। କଲେଜରେ ନୂଆ ସାଙ୍ଗ ବନାଇବେ।

କର୍କଟ: ଆପଣ ନିଜର ଲକ୍ଷ୍ୟ ପୂରା କରିବା ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ଅଫିସରେ ଆପଣଙ୍କୁ ନୂଆ ପ୍ରୋଜେକ୍ଟ ମିଳିବ। କଠିନ ପରିସ୍ଥିତିରେ ବହୁତ ଲୋକଙ୍କର ସାହାଯ୍ୟ ପାଇବେ।  

ସିଂହ: ଏକାନ୍ତରେ ଅଧିକ ସମୟ ଅତିବାହିତ କରିବାକୁ ପସନ୍ଦ କରିବେ। କୌଣସି ବଡ଼ ଆଉ ଅଲଗା କାମ କରିବା ପାଇଁ ଚିନ୍ତା କରିବେ। ଜୀବନସାଥୀ ଖୁସି ହେବାର ମାଧ୍ୟମ ଦେବେ।

କନ୍ୟା: ବି‌ଶେଷ କାମ ହୋଇଯିବା ଯୋଗୁଁ ମନୋବଳ ବଢ଼ିବ। ଆପଣଙ୍କର ଆର୍ଥିକ ପକ୍ଷ ସୁଦୃଢ଼ ରହିବ। ଚାକିରିରେ ଉନ୍ନତି ଯୋଗ ଅଛି। ସାମାଜିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ।

ତୁଳା: ଟଙ୍କାପଇସା ଦେବାନେବାରେ ସାବଧାନତା ଅବଲମ୍ବନ କରନ୍ତୁ। ଆପଣଙ୍କ ଘରକୁ କୌଣସି ବନ୍ଧୁ ଆସିବେ। ଦୀର୍ଘ ଦିନରୁ ଚିନ୍ତା କରିଥିବା କାମ ସଂପୂର୍ଣ୍ଣ ହୋଇଯିବ। ଚାକିରିରେ ଉନ୍ନତି ଯୋଗ ଅଛି।

ବଛା: ପ୍ରେମୀ ଯୁଗଳ ଅତି ଦୂରବର୍ତ୍ତୀ ସ୍ଥାନକୁ ବୁଲି ଯିବେ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ ରହିବ। ଯେଉଁ ମହିଳାମାନେ ବ୍ୟବସାୟ କରୁଛନ୍ତି ସେମାନଙ୍କ ପାଇଁ ଲାଭର ଭଲ ଯୋଗ ଅଛି।

ଧନୁ: ବିଗତ ଦିନର ଭୁଲରୁ କିଛି ନୂଆ ଶିଖି ଆଗକୁ ବଢ଼ିବେ। ଆପଣ ମନ ଚାହୁଁଥିବା ବସ୍ତୁ ପାଇବେ। ନିଜର କାର୍ଯ୍ୟ ଓ ବ୍ୟବସାୟ ପ୍ରତି ନିଷ୍ଠାବାନ ରହିବେ। କୋର୍ଟର ଫଇସଲା ଆପଣଙ୍କ ପକ୍ଷରେ ଆସିବ।

ମକର: ଆରମ୍ଭ କରିଥିବା କାମ ନିର୍ଦ୍ଧାରିତ ସମୟରେ ପୂରା କରିଦେବେ। ଆପଣଙ୍କ ସନ୍ତାନର କ୍ୟାରିୟରକୁ ନେଇ ଟିକେ ଚିନ୍ତିତ ରହିବେ। ଆପଣ କୌଣସି ବ୍ୟକ୍ତିଙ୍କୁ ସାହାଯ୍ୟ କରିବେ।

କୁମ୍ଭ: ଅଧୁରା ଥିବା ସଂପୂର୍ଣ୍ଣ କରିଦେବେ। ଲୋକେ ଆପଣଙ୍କ କଥାରେ ପ୍ରଭାବିତ ହୋଇ ଆପଣଙ୍କ ସହ ଯୋଡ଼ିବେ। ଆପଣଙ୍କର ଖର୍ଚ୍ଚ ବଢ଼ିପାରେ। ମାଆଙ୍କୁ କିଛି ଉପହାର ଦେବେ।

ମୀନ: କଳା ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଭଲ। ବେପାରରେ ଦିଗୁଣା ବୃଦ୍ଧି ହେବାର ଯୋଗ ଅଛି। ଆର୍ଥିକ ପକ୍ଷ ମଜଭୁତ ରହିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe