ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ଅଚାନକ କୌଣସି କାମର ଲାଭ ହେବ। ପାରିବାରିକ ଜୀବନରେ ଖୁସି ବଜାୟ ରହିବ। ପୁଞି ବଜାରରେ କ୍ଷେତ୍ରରେ ଥିବା ଲୋକ ନିବେଶ କରିବା ସମୟରେ ଧୈର୍ଯ୍ୟଧରି କାମ କରନ୍ତୁ। ‌

ବୃଷ: କିଛି ମହତ୍ବପୂର୍ଣ୍ଣ ଲୋକଙ୍କ ସହିତ ସାକ୍ଷାତ ହେବ। ଗଣମାଧ୍ୟମ କ୍ଷେତ୍ରରେ କାମ କରୁଥିବା ଲୋକଙ୍କ କାମର ପ୍ରଶଂସା ହେବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀ ସହ ସମ୍ବନ୍ଧ ମଧୁର ହେବ। ‌

ମିଥୁନ: ଜୀବନସାଥୀ ଆପଣଙ୍କ ଲାଗି କିଛି ବିଶେଷ କରିବେ। କୃଷିଜୀବୀଙ୍କ ଲାଗି ଦିନଟି ଶକ୍ତି ଭରା ରହିବ। ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ବ୍ୟବସାୟରେ ସଫଳତା ପାଇବେ। ‌

କର୍କଟ: ମନରେ ବହୁତ ସକାରାତ୍ମକ ଭାବନା ଆସିବ। ବିଶେଷ କାମରେ ଲାଗି ରହିଥିବା ବାଧା ଦୂର ହେବ। ବ୍ୟର୍ଥ କଥାଠୁ ଦୂରରେ ରହନ୍ତୁ। ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

ସିଂହ: ମିଡ଼ିଆ କ୍ଷେତ୍ରରେ ଥିବା ଲୋକଙ୍କୁ ନୂଆ ଉପଲବ୍ଧି ପ୍ରାପ୍ତ ହେବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପରିସର ବଢ଼ିବ। ହେବ। ପ୍ରେମରେ ସଫଳତା ପାଇବେ।

କନ୍ୟା: କ୍ୟାରିୟର ସଫଳତା ପାଇଁ ଆପଣଙ୍କ ମସ୍ତିଷ୍କରେ କିଛିନାକିଛି ନୂଆ ବିଚାର ଆସିବ। ସନ୍ତାନ ସହିତ ସମ୍ବନ୍ଧ ମଜଭୁତ ହେବ। ବାଣିଜ୍ୟ ଛାତ୍ର କିଛି ନୂଆ ଶିଖିବେ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ତୁଳା: ଜରୁରୀ କାମରେ ଜୀବନସାଥୀର ସହଯୋଗ ପାଇବେ। ସମାଜରେ ପ୍ରତିଷ୍ଠା ବୃଦ୍ଧି ହେବ। ଜମିବାଡ଼ି କାମରେ ଯାତୟାତ ଅଧିକ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ କେହି ବିରୋଧ କରିପାରନ୍ତି।

ବିଛା: ନୂଆ କାମରେ ପରିବାରର ପୂରା ସହଯୋଗ ପାଇବେ। କୃଷିଜୀବୀଙ୍କ ଲାଗି ଫସଲ ଦୃଷ୍ଟିରୁ ସମୟ ଅନୁକୂଳ। କୌଣସି ବନ୍ଧୁ ଠାରୁ ଉପହାର ପାଇବେ। ପରିବାର ସହିତ ବାହାରକୁ ବୁଲି ଯାଇପାରନ୍ତି।

ଧନୁ: ରୋଜଗାରକୁ ବଢ଼ାଇବା ପାଇଁ ନୂଆ ଜ୍ଞାନ ପାଇବେ। ସାମାଜିକ କାର୍ଯ୍ୟରେ ରୁଚି ବଢ଼ିବ। ପରିଜନଙ୍କ ସହିତ ସ୍ମରଣୀୟ ମୁହୂର୍ତ୍ତ ଅତିବାହିତ କରିବେ। ପ୍ରତିଯୋଗିତା ପରୀକ୍ଷାରେ ଭଲ ପରିଣାମ ପାଇବେ।

ମକର: ଦିନଟି ଆପଣଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆଣିଦେବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ଦାମ୍ପତ୍ୟ ଜୀବନରେ ମତଭେଦ ଦୂର ହେବ। ସମ୍ବନ୍ଧରେ ମିଷ୍ଟତା ବଢ଼ିବ।

କୁମ୍ଭ: ବିରୋଧୀ ଆପଣଙ୍କ କାମରେ ପ୍ରଶଂସା କରିବେ। ପାରିବାରିକ ଦାୟିତ୍ବକୁ ତୁଲାଇବାରେ ସଫଳ ହେବେ। କୌଣସି ଭଲ ଜାଗାକୁ ଭ୍ରମଣରେ ଯାଇ ପାରନ୍ତି। ସାଙ୍ଗ ମେଳରେ ଆପଣଙ୍କର ଛବି ସୁନ୍ଦର ରହି‌ବ।

ମୀନ: ଦିନଟି ଉତ୍ସାହ ଭରା ରହିବ। ଅଧୁରା କାମ ସଂପୂର୍ଣ୍ଣ କରିବା ଯୋଗୁଁ ମନକୁ ଶାନ୍ତି ମିଳିବ। ଅଫିସରେ ନୂଆ ଚାକିରିର ଯୋଗ ଦେବା ପାଇଁ ଦିନଟି ଭଲ। ନୂଆ ଜମି କିଣିବା ଲାଗି ଦିନଟି ଅନୁକୂଳ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe