ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ପୂଜାପାଠରେ ସମୟ ବିତିବ। ବ୍ୟବସାୟରେ ଭଲ ଆୟ ହେବ। କଲେଜ ପ୍ରୋଜେକ୍ଟ ପୂରା କରିବାରେ ବନ୍ଧୁର ସହଯୋଗ ପାଇବେ। ଦାମ୍ପତ୍ୟ ଜୀବନରେ ସୁଖଶାନ୍ତି ରହିବ। ରାସ୍ତାରେ ଧ୍ୟାନପୂର୍ବକ ଚାଲନ୍ତୁ।

ବୃଷ: ପରୀକ୍ଷା ଫଳ ଆପଣଙ୍କ ଆଶାନୁରୂପ ଆସିବ। କୌଣସି ଫଇସଲା କରିବା ପୂର୍ବରୁ ବଡ଼ଙ୍କ ମତ ନିଅନ୍ତୁ। ଆପଣଙ୍କୁ ଲାଭର ଅବସର ମିଳିବ। ଅଫିସରେ ସମାରୋହର ପରିବେଶ ବନିବ।

ମିଥୁନ: ଅଫିସରେ କାମର ଅଧିକତା ଯୋଗୁଁ କ୍ଳାନ୍ତ ଅନୁଭବ କରିବେ। ଧାର୍ମିକ କାର୍ଯ୍ୟ ଆଡ଼କୁ ଆପଣଙ୍କ ମନ ଟାଣିବ। ବ୍ୟାଙ୍କ କାର୍ଯ୍ୟ ଲାଗି ଭଲ ଯୋଗ ରହିଛି। ଅନଲାଇନି ବ୍ୟବସାୟୀଙ୍କର ଭାଗ୍ୟ ଉଜ୍ଜ୍ବଳ ହେବ।

କର୍କଟ: ଗ୍ରାଫିକ ଡ଼ିଜାଇନିଙ୍କ ଲାଗି ଦିନଟି ଲାଭଦାୟକ। ଦରମା ବୃଦ୍ଧିର ଖବର ପାଇବେ। ପରିବାର ସମାରୋହରେ ବନ୍ଧୁ ବାନ୍ଧାବଙ୍କ ସହିତ ମିଶିବେ। କୌଣସି ଖୁସି ଖବର ପାଇବେ। ସମାଜରେ ମାନ ସମ୍ମାନ ବଢ଼ିବ।

ସିଂହ: ସମୟର ଦୁରୁପଯୋଗ କରନ୍ତୁ ନାହିଁ। ସୋଫ୍ଟୟର ଇଂଜିନିୟରଙ୍କୁ କୌଣସି ପ୍ରୋଜେକ୍ଟ ମିଳିପାରେ। ମାନସିକ ଅଶାନ୍ତି ସମାପ୍ତ ହେବ। ପରିବାର ତଥା ସମାଜ ଲୋକ ଲାଗି ବହୁତ ସାହାଯ୍ୟକାରୀ ହେବେ।

କନ୍ୟା: ବ୍ୟାଙ୍କ ସହ ଜଡ଼ିତ କାମ ସଂପୂର୍ଣ୍ଣ କରିପାରିବେ। ମାଆଙ୍କ ସ୍ବାସ୍ଥ୍ୟରେ ସୁଧାର ହେବ। ପ୍ରେମୀ ଯୁଗଳଙ୍କ ଜୀବନରେ ଖୁସି ଆସିବ। ପିଲା କୌଣସି ମନ ପସନ୍ଦର ପୋଷାକ ପିନ୍ଧିବା ଲାଗି ଜିଦ୍ କରିବେ।

ତୁଳା: ତରବରିଆରେ କୌଣସି କାମ କଲେ କ୍ଷତି ହୋଇପାରେ। ନୂଆ କାରବାରରେ ଭଲ ଲାଭ ହେବ। ଜୀବନସାଥୀ ଲାଗି କିଛି ବିଶେଷ କରି ପାରନ୍ତି। ପ୍ରିୟଜନଙ୍କୁ ନିଜର ଜରୁରୁତ କଥା କହିବେ।

ବିଛା: ଅଫିସରେ କୌଣସି କାମରେ ବରିଷ୍ଠଙ୍କର ସହଯୋଗ ପାଇବେ। ଜୀବନବୀମା କ୍ଷେତ୍ରରେ କାମ କରୁଥିବା ଲୋକଙ୍କର ଆଶା ପୂରଣ ହେବ। ଭଲ ଲାଭ ହେବ। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ ବଢ଼ିବ।

ଧନୁ: ପରିବାର ଲୋକଙ୍କୁ ନିଜର ସମସ୍ୟା ବିଷୟରେ ଅବଗତ କରାଇବେ। ବ୍ୟବସାୟ ସମାରୋହରେ ସାମିଲ ହେବାର ଆପଣଙ୍କୁ ମଉକା ମିଳିବ। ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ‌

ମକର: ଅଫିସରେ କାମର ବୋଝ ଅଧିକ ହୋଇପାରେ। ବୈବାହିକ ଜୀବନରେ ଭ୍ରାନ୍ତ ଧାରଣା ଦୂର ହେବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ। ଛାତ୍ରଛାତ୍ରୀ କିଛି ନୂଆ ଶିଖିବାର ମଉକା ପାଇବେ।

କୁମ୍ଭ: ବନ୍ଧମାନଙ୍କ ସହିତ ମଉଜ ମସ୍ତି କରିବେ। ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। ଅର୍ଥ ନେବା ଦେବାରେ ସାବଧାନତା ଅବଲମ୍ବନ କରନ୍ତୁ। ପରିବାରରେ କୌଣସି କଥାର ଉଲ୍ଲାସର ବାତାବରଣ ରହିବ। ‌

ମୀନ: ବେପାରୀଙ୍କ ଲାଗି ସ୍ଥିତି ଭଲ ରହିବ। ଯେଉଁମାନଙ୍କର ବିବାହ କଥାବର୍ତ୍ତା ଚାଲିଛି ସେମାନଙ୍କର ଆଜି ଫାଇନାଲ ହେବ। ବିଦ୍ୟାର୍ଥୀଙ୍କର ପାଠପଢ଼ାରେ ରୁଚି ବଢ଼ିବ। ଚାକିରିରେ ପଦୋନ୍ନତି ଯୋଗ ଅଛି। ‌

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe