ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

Advertisment

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

ରାଶିଫଳ ଜୀବନଚକ୍ରର ଏକ ଗୁରୁତ୍ବପୂର୍ଣ୍ଣ ଅଂଶବିଶେଷ। ଯଦିଓ ଅନେକ ରାଶିଫଳ ଉପରେ ବିଶ୍ବାସ କରନ୍ତି ନାହିଁ। କିନ୍ତୁ ଅନେକ ଲୋକ ଅଛନ୍ତି, ଯେଉଁମାନେ ରାଶିଫଳ ଦେଖି ଦିନ ଆରମ୍ଭ କରିଥାନ୍ତି। ଆସନ୍ତାକାଲି କେଉଁ ରାଶି ପାଇଁ କ’ଣ ସବୁ ଭଲ ଓ ଖରାପ ରହିଛି ତାହା ଆଗୁଆ ଜାଣନ୍ତୁ।

horoscopeqw

ମେଷ: ସମାଜରେ କରିଥିବା କାମ ପାଇଁ ଆପଣଙ୍କର ସମ୍ମାନ ବଢ଼ିବ। ବ୍ୟବସାୟରେ ଆୟ ବଢ଼ିବ। ପରିବାରରେ ଲୋକଙ୍କ ଠାରୁ ସାହାଯ୍ୟ ପାଇବେ। ସାଙ୍ଗ ସହିତ ଫୋନରେ ଦୀର୍ଘ ସମୟ କଥା ହୋଇପାରନ୍ତି।

ବୃଷ: ଅଫିସରେ ଆପଣଙ୍କ ପରିଶ୍ରମରେ କତୃପକ୍ଷ ଖୁସି ହେବେ। କୌଣସି ପୈତୃକ ସଂପତ୍ତି ଆପଣଙ୍କୁ ହାସଲ ହେବ। ବେପାରରେ ଲାଭ ହେବାର ସମ୍ଭାବନା। ବାହାରେ ତୈଳଯୁକ୍ତ ଖାଦ୍ୟ ବର୍ଜନ କରନ୍ତୁ।

ମିଥୁନ: ଆପଣଙ୍କ ସକାରାତ୍ମକ ଭାବନା ଆପଣଙ୍କୁ ଲାଭ ଦେବ। ଦାମ୍ପତ୍ୟ ସମ୍ବନ୍ଧରେ ଭ୍ରମ ଧାରଣା ସମାପ୍ତ ହେବ। କଂପ୍ୟୁଟର ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ମନସ୍ଥ କରିବେ। ଯାତୟାତ ସମୟରେ ସାବଧାନ ରହନ୍ତୁ।

କର୍କଟ: ରୋଜଗାର ବିଷୟରେ ଅନୁଭବୀ ବ୍ୟକ୍ତିଙ୍କର ପରାମର୍ଶ ପାଇବେ। ଅଫିସରେ ନିଜ କାମରେ ଧ୍ୟାନ ଦିଅନ୍ତୁ। ପ୍ରେମିକ ପ୍ରେମିକା ନିଜ ସମ୍ବନ୍ଧର କଥା ଘର ଲୋକଙ୍କୁ କହିବେ। ସ୍ବାସ୍ଥ୍ୟ ଠିକ୍ ରହିବ।

ସିଂହ: ଦାମ୍ପତ୍ୟ ସମ୍ବନ୍ଧରେ ଆପୋସୀ ତାଳମେଳ ବଢ଼ିବ। ଓକିଲଙ୍କ ଲାଗି ଦିନଟି ଭଲ। ଅଳଙ୍କାର ବ୍ୟବସାୟୀଙ୍କୁ ଭଲ ଲାଭ ମିଳିବ। କାର୍ କିଣିବା ଲାଗି ପରିବାର ଲୋକଙ୍କୁ କହିବେ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

କନ୍ୟା: ଘରେ ଅଧିକ ବୟସ୍କ ବ୍ୟକ୍ତିଙ୍କ ସ୍ବାସ୍ଥ୍ୟରେ ଧ୍ୟାନ ଦିଅନ୍ତୁ। ପ୍ରେମୀ ଯୁଗଳ ଫୋନରେ ଦୀର୍ଘ ସମୟ କଥା ହେବେ। ଗୃହିଣୀ ନିଜ ଜୀବନସାଥୀ ପାଇଁ ମନ ପସନ୍ଦ ବ୍ୟଞନ ତିଆରି କରିବେ। ବେପାରରେ ଲାଭ ହେବ।

ତୁଳା: ବେପାରରେ ଆଶାଜନକ ପରିଣାମ ପାଇବେ। ଅପବ୍ୟୟ ଉପ‌େର ନିୟନ୍ତ୍ରଣ ରଖନ୍ତୁ। ଘରୋଇ ଶିକ୍ଷକଙ୍କ ଲାଗି ଦିନଟି ଭଲ। ରାଜନୀତିରେ ସଫଳତା ପାଇବେ। ପ୍ରେମୀ ଯୁଗଳଙ୍କ ଲାଗି ଦିନଟି ସ୍ମରଣୀୟ ରହିବ।

ବିଛା: ଘରେ ଶୁଭକାର୍ଯ୍ୟ ଆୟୋଜନ ପାଇଁ ରୂପରେଖ ପ୍ରସ୍ତୁତ କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସଫଳତା ମିଳିବ। ଅଫସିରେ ନିଜ କାମରେ ନବ ବିବାହିତ ଦମ୍ପତ୍ତି କୌଣସି କଥାକୁ ନେଇ ଯୁକ୍ତିତର୍କ କରିବେ।

ଧନୁ: ଦିନଟି ଲାଭଦାୟକ ରହିବ। ଜଟିଳ ପ୍ରଶ୍ନର ଉତ୍ତର ପାଇଯିବେ। ବେପାରରେ କ୍ଷେତ୍ରରେ ଆପଣଙ୍କୁ ଅଧିକ ଲାଭ ହେବ। ସ୍ବାସ୍ଥ୍ୟ ସମସ୍ୟାରୁ ଆରାମ ପାଇବେ। ଦାମ୍ପତ୍ୟ ଜୀବନରେ କୌଣସି ବଡ଼ ଖୁସି ଖବର ପାଇବେ।

ମକର: ଧୀଶକ୍ତି ବଳରେ ଆପଣ ପ୍ରତ୍ୟେକ ସ୍ଥିତିକୁ ସମ୍ଭାଳି ନେବେ। ଖେଳାଳୀ ପ୍ରଶିକ୍ଷକଙ୍କ ଠାରୁ କିଛି ବିଶେଷ ଶିଖିବେ। ଘରର ବୟୋଜ୍ୟେଷ୍ଠଙ୍କ ସ୍ବାସ୍ଥ୍ୟରେ ଧ୍ୟାନ ରଖନ୍ତୁ। ନୂଆ କାର୍ଯ୍ୟ କରିବା ଲାଗି ଉତ୍ସୁକ ରହିବେ।

କୁମ୍ଭ: ଆପଣ ଧାର୍ମିକ କାର୍ଯ୍ୟରେ ରୁଚି ନେବେ। କୌଣସି ଭଲ ଖବର ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ସୌହାର୍ଦ୍ଦ ବଢ଼ିବ। ସରକାରୀ ଚାକିରିଆ ନିଜ କାମ ପ୍ରତି ଅଧିକ ଧ୍ୟାନ ଦିଅନ୍ତୁ।

ମୀନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ଆତ୍ମବିଶ୍ବାସ ସଫଳତା ଦେବ। କଣ୍ଠଶିଳ୍ପୀଙ୍କର କୌଣସି ଗୀତ ଲୋକଙ୍କୁ ପସନ୍ଦ ଆସିବ। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ଆରାମ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe