Gallery ବଲାଙ୍ଗୀର ଗଛଭାଙ୍ଗି ରାସ୍ତା ଅବରୋଧ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ବାଞ୍ଜିପାଲି-ମାଟିଆଭଟା ରାସ୍ତାରେ ଏକ ଗଛ ଭାଙ୍ଗି ପଡ଼ିବାରୁ ଦୀର୍ଘ ୪ ଘଣ୍ଟା ସମୟ ପର୍ଯ୍ୟନ୍ତ ରାସ୍ତା ଅବରୋଧ ହୋଇଛି ପରେ ଖପ୍ରାଖୋଲ ଅଗ୍ନିଶମ ବିଭାଗ କର୍ମଚାରୀ ପହଞ୍ଚି ଗଛ କାଟି ସଫେଇ କରିବା ପରେ ଯାତାୟାତ ସ୍ଵାଭାବିକ ହୋଇଥିଲା 17 Sep 2025 19:49 IST Mahendra Sahu Follow Us Balangir