ପାଟନା : ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ମୁଖ୍ୟ ରାମବିଳାସ ପାଶ୍ବାନ୍ ଆସନ୍ତା ୨୦୧୯ ଲୋକସଭା ନିର୍ବାଚନ ଲଢ଼ିେବନି। ଏକ ବିଶେଷ ସୂତ୍ରରୁ ଜଣାଯାଇଛି ଯେ ସ୍ବାସ୍ଥ୍ୟ ସମସ୍ୟା ହେତୁ ପାଶ୍ବାନ୍ ୨୦୧୯ ନିର୍ବାଚନ ଲଢ଼ିବେନି। ପାଶ୍ବାନ୍ଙ୍କ ପୁଅ ଚିରାଗ୍ ତାଙ୍କ ଆସନରୁ ଲଢ଼ିବେ ବୋଲି ଜଣାପଡ଼ିଛି। ପାଶ୍ବାନ୍ ହାଜିପୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରୁଥିଲେ।
୨୦୧୯ ନିର୍ବାଚନ ଲଢ଼ିବେନି ପାଶ୍ବାନ୍
Advertisment
Follow Us