କଶ୍ମୀରର ପୁଞ୍ଚ୍‌ରେ ମାଇନ୍‌ ବିସ୍ଫୋରଣ ଘଟି ୧ ଯବାନ ସହିଦ; ୮ ଜଣ ଆହତ

Advertisment
କଶ୍ମୀରର ପୁଞ୍ଚ୍‌ରେ ମାଇନ୍‌ ବିସ୍ଫୋରଣ ଘଟି ୧ ଯବାନ ସହିଦ; ୮ ଜଣ ଆହତ

Image Source: Zee News

ଶ୍ରୀନଗର: ବୁଧବାର ଦିନ ଜମ୍ମୁ ଓ କଶ୍ମୀରର ପୁଞ୍ଚ୍‌ ଜିଲ୍ଲା ଅନ୍ତର୍ଗତ ନିୟନ୍ତ୍ରଣ ରେଖା ନିକଟରେ ମାଇନ୍‌ ବିସ୍ଫୋରଣ ଘଟି ସେନାର ତିନି ଜଣେ ଯବାନ ସହିଦ ହୋଇଛନ୍ତି ଓ ଅନ୍ୟ ଆଠ ଜଣ ଆହତ ହୋଇଛନ୍ତି।

ବିମାନ ଯୋଗେ ଆହତ ଯବାନମାନଙ୍କୁ ସାମରିକ ଡାକ୍ତରଖାନାକୁ ନିଆ ଯାଇଛି।

ବିସ୍ଫୋରଣର କାରଣ ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe