କର୍ଣ୍ଣାଟକର ଉଡ଼ୁପିରେ ବସ୍‌ ଦୁର୍ଘଟଣା: ୧୦ ମୃତ

Advertisment
କର୍ଣ୍ଣାଟକର ଉଡ଼ୁପିରେ ବସ୍‌ ଦୁର୍ଘଟଣା: ୧୦ ମୃତ

India TV

ମାଙ୍ଗାଲୁରୁ : କର୍ଣ୍ଣାଟକର ଉଡ଼ୁପିରେ ଆଜି ଏକ ବସ୍‌ ଦୁଘର୍ଟଣାଗ୍ରସ୍ତ ହେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୨୬ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ବସ୍‌ ଏକ ପାହାଡ଼ିଆ ରାସ୍ତାରେ ଯାଉଥିବା ବେଳେ ଡ୍ରାଇଭର ନିୟନ୍ତ୍ରଣ ହରାଇବାରୁ ଏହା ପାହାଡ଼ରେ ଧକ୍କା ହୋଇଥିଲା। ବସ୍‌ଟି ଉଡ଼ୁପିରୁ ମହିଶୂର ଅଭିମୁଖେ ଯାତ୍ରା କରୁଥିଲା। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ତୁରନ୍ତ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe