ଅହମ୍ମଦାବାଦ୍ : ଗୁଜରାଟ୍ର କଚ୍ଛ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଗୋଟିଏ ପରିବାରର ୧୦ ଜଣଙ୍କ ପ୍ରାଣହାନି ଘଟିଛି। ଗତକାଲି ସନ୍ଧ୍ୟାରେ କଛ ଜିଲ୍ଲା ସ୍ଥିତ ଭଚାଉ ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଗୋଟିଏ ପରିବାରର ୧୧ ଜଣ ଏକ ଏସ୍ୟୁଭି ଯୋଗେ ଭଚାଉରୁ ଭୁଜ୍ ଅଭିମୁଖେ ଯାତ୍ରା କରୁଥିବା ସମୟରେ ସେମାନଙ୍କ ଗାଡ଼ିକୁ ଏକ ଟ୍ରକ୍ ଧକ୍କା ଦେଇଥିଲା।
ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ମୃତ
Advertisment
Follow Us