୧୦ ତାମିଲ ମତ୍ସ୍ୟଜୀବୀ ଗିରଫ

Advertisment
୧୦ ତାମିଲ ମତ୍ସ୍ୟଜୀବୀ ଗିରଫ

ରାମେଶ୍ୱରମ୍‌(ତାମିଲନାଡୁ): ଶ୍ରୀଲଙ୍କାର ସାମୁଦ୍ରିକ ସୀମା ଭିତରକୁ ପଶିଯାଇଥିବା ତାମିଲନାଡୁର ୧୦ ଜଣ ମତ୍ସ୍ୟଜୀବୀଙ୍କୁ ଆଜି ଶ୍ରୀଲଙ୍କା ନୌସେନା ଗିରଫ କରିଛି। ନାଗପଟ୍ଟିନାମ୍‌ ଜିଲ୍ଲାର ଏହି ମତ୍ସ୍ୟଜୀବୀମାନେ ଗତ ଦଶ ଦିନ ହେଲା ଗଭୀର ସମୁଦ୍ରରେ ମାଛ ଧରି ଆସୁଥିଲେ। ତେବେ ସେମାନେ ଶ୍ରୀଲଙ୍କା ସୀମାରେ ମାଛ ମାରୁଥିବା ନେଇ ଶ୍ରୀଲଙ୍କାର କିଛି ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଅଭିଯୋଗ କ୍ରମେ ଆଜି ସେମାନଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe