ଆର୍ମେନିଆ-ଅଜର୍‌ବୈଜାନ ସୀମା ସଂଘର୍ଷରେ ୧୦୦ ମୃତ

ଆର୍ମେନିଆ-ଅଜର୍‌ବୈଜାନ ସୀମା ସଂଘର୍ଷରେ ୧୦୦ ମୃତ

alwaght.net

ଆମେରିକା : ଆର୍ମେନିଆ ଏବଂ ଅଜର୍‌ବୈଜାନ ସୀମାରେ ଗତରାତିରେ ପୁଣି ଥରେ ସଂଘର୍ଷ ଆରମ୍ଭ ହୋଇଛି। ଉକ୍ତ ସଂଘର୍ଷରେ ଉଭୟ ପକ୍ଷରୁ ମୋଟ ୧୦୦ରୁ ଜଣ ସୈନ୍ୟ ପ୍ରାଣ ହରାଇଥିବା ଜଣାପଡ଼ିଛି। ଏଥିସହ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଥିବା ମଧ୍ୟ ସୂଚନା ମିଳିଛି। ନାଗର୍ଣ୍ଣୋ-କରାବାକ୍ ପ୍ରଦେଶ ବିବାଦ ପାଇଁ ଦୁଇ ଦେଶ ମଧ୍ୟରେ ପ୍ରାୟ ୧୦ ବର୍ଷ ଧରି ସଂଘର୍ଷ ଲାଗିଆସିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe