୧୧ଟି ବିମାନବନ୍ଦରକୁ ଲିଜ୍‌ରେ ଦିଆଯିବ

Advertisment
୧୧ଟି ବିମାନବନ୍ଦରକୁ ଲିଜ୍‌ରେ ଦିଆଯିବ

Image Courtesy of Zee News

ନୂଆଦିଲ୍ଲୀ : ଦେଶର ୧୧ଟି ବିମାନବନ୍ଦରକୁ ଲିଜ୍ ସୂତ୍ରରେ ପ୍ରଦାନ କରିବା ଲାଗି କେନ୍ଦ୍ର ସରକାର ଯୋଜନା ରଖିଛନ୍ତି। ଏକ ସାକ୍ଷାତକାରରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଏହା କହିଛନ୍ତି। ସେ କହିଲେ ବିମାନବନ୍ଦରଗୁଡ଼ିକୁ ଦୀର୍ଘମିଆଦୀ ୫୦ ବର୍ଷିଆ ଲିଜ୍‌ରେ ପ୍ରଦାନ କରାଯିବ। ତେବେ ଏହି ଯୋଜନାର ବିସ୍ତୃତ ରୂପରେଖ ଆଗାମୀ ଦିନରେ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe