ଚୀନ୍‌ ବନ୍ୟାରେ ୧୨ ମୃତ

Advertisment
ଚୀନ୍‌ ବନ୍ୟାରେ ୧୨ ମୃତ

The Indian Express

ବେଜିଂ : ଚୀନ୍‌ର ଦକ୍ଷିଣ-ପଶ୍ଚିମ ଏବଂ ଉତ୍ତର-ପଶ୍ଚିମ ଭାଗରେ ହୋଇଥିବା ବନ୍ୟାରେ ଅତି କମରେ ୧୨ ଜଣ ମୃତ୍ୟୁବରଣ କରିଛନ୍ତି। ହଜାର ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି। ବନ୍ୟା ପରିସ୍ଥିତି ଅର୍ଥନୈତିକ ସ୍ଥିତିକୁ ଆଂଶିକ ଭାବରେ କ୍ଷତି ପହଞ୍ଚାଇଛି। ଦକ୍ଷିଣ-ପଶ୍ଚିମ ସିଚୁଆନ୍ ପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୨ ଜଣ ନିଖୋଜ ଅଛନ୍ତି ବୋଲି ରାଷ୍ଟ୍ରାୟତ୍ତ ନ୍ୟୁଜ୍ ଆଉଟଲେଟ୍ ସିଜିଟିଏନ୍‌ ରିପୋର୍ଟ କରିଛି। ଶନିବାର ସୁଦ୍ଧା ପ୍ରାୟ ୧,୩୦୦ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe