୧୨୫୩ ରେଳ ଷ୍ଟେସନ ରୂପ ବଦଳିବ

Advertisment
ପୂର୍ବତଟ ରେଳପଥରେ ରେଳ ଷ୍ଟେସନ ବିକାଶ ଏମିତି: ଆବଣ୍ଟିତ ଅର୍ଥ ଖର୍ଚ୍ଚ ହେଉନି

The Indian Express

ନୂଆଦିଲ୍ଲୀ : ଆଦର୍ଶ ଷ୍ଟେସନ ଯୋଜନାରେ ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ଦେଶରେ ୧୨୫୩ଟି ରେଳ ଷ୍ଟେସନର ବିକାଶ ପାଇଁ ଚିହ୍ନଟ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଏଥିରୁ ୧୨୧୫ଟି ଷ୍ଟେସନର ବିକାଶ କାର୍ଯ୍ୟ ହୋଇସାରିଛି ଏବଂ ଅବଶିଷ୍ଟ ଷ୍ଟେସନ ଗୁଡ଼ିକର ବିକାଶ କାର୍ଯ୍ୟ କରାଯିବ। ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଶୁକ୍ରବାର ରାଜ୍ୟସଭାରେ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି। ବିଜେପି ସାଂସଦ ନରହରି ଅମିତଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଏହା କହିଛନ୍ତି। ରେଳ ଷ୍ଟେସନ ଗୁଡ଼ିକର ସୌନ୍ଦର୍ଯ୍ୟ ବୃଦ୍ଧି ଓ ବିକାଶ ପାଇଁ ମଡେଲ, ମଡର୍ଣ୍ଣ ଏବଂ ଆଦର୍ଶ ଷ୍ଟେସନ ସ୍କିମରେ ନାମରେ ଯୋଜନା ହାତକୁ ନିଆଯାଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe