ପଶ୍ଚିମବଙ୍ଗ: ସାନ୍ତ୍ରାଗାଚ୍ଛି ଜଙ୍କସନ୍‌ରେ ଦଳାଚକଟା, ୨ ନିହତ, ୧୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

Advertisment
ପଶ୍ଚିମବଙ୍ଗ: ସାନ୍ତ୍ରାଗାଚ୍ଛି ଜଙ୍କସନ୍‌ରେ ଦଳାଚକଟା, ୨ ନିହତ, ୧୪ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି

କୋଲକାତା: ପଶ୍ଚିମବଙ୍ଗର ହାଓଡା ଜିଲ୍ଲା ଅନ୍ତର୍ଗତ ସାନ୍ତ୍ରାଗାଚ୍ଛି ଜଙ୍କସନ୍‌ରେ ମଙ୍ଗଳବାର ଦଳାଚକଟା ହେବାରୁ ଘଟଣାସ୍ଥଳରେ ୧୪ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଜି ସନ୍ଧ୍ୟା ୬ଟାରେ ଫୁଟ ଓଭରବ୍ରିଜରେ ଯାତ୍ରୀମାନଙ୍କ ପ୍ରବଳ ଭିଡ଼ ଯୋଗୁଁ ଦଳଚକଟା ହୋଇଥିଲା। ଦୁର୍ଘଟଣା ସଂପର୍କରେ ଦକ୍ଷିଣ-ପୂର୍ବ ରେଳପଥର ମୁଖ୍ୟ ଲୋକସଂପର୍କ ଅଧିକାରୀ ସୌମିତ୍ର ମଜୁମଦାର ସୂଚନା ଦେଇଛନ୍ତି। ରିପୋର୍ଟ ଲେଖାଯିବା ବେଳକୁ ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe