ଦେଶରେ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୧୨ ମୃତ

ଦେଶରେ ସଡ଼କ ଦୁର୍ଘଟଣା: ଗୋଟିଏ ପରିବାରର ୧୨ ମୃତ

ଭୋପାଳ : ମଧ୍ୟପ୍ରଦେଶରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ବିଜେପି ନେତାଙ୍କ ପରିବାରର ୧୨ ଜଣଙ୍କ ମୃତ୍ୟୁ ହୋଇ ଯାଇଛି ଏବଂ ଜଣ ଗୁରୁତର ଆହତ ହୋଇଛନ୍ତି।। ମଧ୍ୟପ୍ରଦେଶର ଉଜ୍ଜୟିନୀ ଜିଲ୍ଲା ସ୍ଥିତ ରାମଗଡ଼ ଅଞ୍ଚଳ‌ରେ ଏହି ଦୁର୍ଘଟଣା ଘଟିଛି। ଏକ ବିବାହ ଉତ୍ସବରୁ ଉଜ୍ଜୟିନୀକୁ ଫେରୁଥିବା ସମୟରେ ସେମାନଙ୍କ ଭ୍ୟାନ୍‌ ଏକ ଏସ୍‌ୟୁଭି ସହ ଧକ୍କା ହୋଇଥିଲା। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଅଛନ୍ତି। ଅନ୍ୟପକ୍ଷରେ ୨ ଆହତଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe