ରାଜ୍ୟ ସୂଚନା ଆୟୋଗରେ ୧୫ ହଜାର ମାମଲା ବିଚାରାଧୀନ

Advertisment
ସୂଚନା କମିସନର ଶୁଣାଣିରେ ଅନ୍‌ଲାଇନ୍‌ ବ୍ୟବସ୍ଥା: ଭିଡିଓ କନ୍‌ଫରେନ୍ସରେ ସାମିଲ ହେବେ ଆବେଦନକାରୀ

Update Odisha

ନୂଆଦିଲ୍ଲୀ : ରାଜ୍ୟ ସୂଚନା ଆୟାଗରେ ୧୫ ହଜାର ମାମଲା ବିଚାରାଧୀନ ରହିଛି। ସୁପ୍ରିମକୋର୍ଟରେ ସାମାଜିକ କର୍ମୀ ଅଂଜଳି ଭରଦ୍ବାଜଙ୍କ ଦ୍ବାରା ଦାଖଲ କରାଯାଇଥିବା ପିଟିସନରେ ଏହା ଉଲ୍ଲେଖ କରାଯାଇଛି। ପିଟିସନରେ ମଧ୍ୟ ଖାଲିଥିବା ସୂଚନା କମିସନର ପଦବି ସମ୍ପର୍କରେ ଉଲ୍ଲେଖ କରାଯାଇଛି।

ଗତ ୨୦୧୯ ମସିହା ଫେବ୍ରୁଆରି ୧୫ ତାରିଖରେ ସୁପ୍ରିମକୋର୍ଟ ରାଜ୍ୟ ମାନଙ୍କରେ ଖାଲିଥିବା ସୂଚନା କମିସନରମାନଙ୍କ ପଦବି ପୂରଣ ନିମନ୍ତେ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଏବେ ବି କେନ୍ଦ୍ରୀୟ ସୂଚନା ଆୟୋଗରେ ମୁଖ୍ୟ ସୂଚନା କମିସନର ପଦ ଖାଲି ରହିଥିବା ଏଥିରେ ଦର୍ଶାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe