representetional immage - India TV News
ନୂଆଦିଲ୍ଲୀ : ଗୁଜରାଟ ବିଧାନସଭା ବାଚସ୍ପତି ଆଜି ରାଜ୍ୟ ବିଧାନସଭାରୁ ୧୬ କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ କରିଛନ୍ତି। କଂଗ୍ରେସ ବିଧାୟକମାନେ ଆଜି କଳା ପୋଷାକ ପିନ୍ଧି ବିଧାନସଭାରେ ପହଞ୍ଚିଥିଲେ ଏବଂ ରାହୁଲଙ୍କ ସଦସ୍ୟତା ରଦ୍ଦକୁ ବିରୋଧ କରି ସେମାନେ ପ୍ରବଳ ହୋହଲ୍ଲା କରିଥିଲେ।
ଫଳରେ ବାଚସ୍ପତି ୧୬ ଜଣ ବିଧାୟକଙ୍କୁ ବଜେଟ୍ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ନିଲମ୍ବିତ କରିଦେଇଛନ୍ତି।
Follow Us