ଇଣ୍ଡିଗୋ ବିମାନରେ ପିଟିହେଲା ପକ୍ଷୀ, ଅଳ୍ପକେ ବର୍ତ୍ତିଗଲେ ୧୬୦ ଯାତ୍ରୀ

ଏକୁଟିଆ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ଇଣ୍ଡିଗୋ କଲା ଏହି ସ୍ୱତନ୍ତ୍ର ବ୍ୟବସ୍ଥା

Image Courtesy of India Today

ନୂଆଦିଲ୍ଲୀ: ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରୁଥିବା  ଏକ ଇଣ୍ଡିଗୋ ବିମାନ ଆଜି ମାଙ୍ଗାଲୁରୁ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପକ୍ଷୀ ସହ ମାଡ଼ ହୋଇଥିଲା।  ବିମାନରେ ପକ୍ଷୀ ମାଡ଼ ହେବାପରେ ପାଇଲଟ୍‌ ତୁରନ୍ତ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେଇଥିଲେ ଏବଂ ବିମାନ ଉଡ଼ାଣ ବାତିଲ କରାଯାଇଥିଲା।  ବିମାନରେ ଥିବା ସମସ୍ତ ୧୬୦ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା।  ଆଜି ସକାଳ ୮.୩୦ ସମୟରେ ଏହି ଘଟଣା ଘଟିଥିଲା।   ପରେ ଅନ୍ୟ ଏକ ବିମାନ‌ରେ ଯାତ୍ରୀମାନଙ୍କୁ ଦୁବାଇ ପଠାଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe