କାବୁଲ୍‌ରେ ବିସ୍ଫୋରଣ, ୧୮ ମୃତ

Advertisment
କାବୁଲ୍‌ରେ ବିସ୍ଫୋରଣ, ୧୮ ମୃତ

The Guardian

କାବୁଲ : ଆଫଗାନିସ୍ତାନ ରାଜଧାନୀ କାବୁଲରେ ବୁଧବାର ଦିନ ଏକ ମସ୍‌ଜିଦ ଏବଂ ୩ଟି ମିନିବସ୍‌ରେ ବିସ୍ଫୋରଣ ଯୋଗୁଁ ୧୮ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୫୦ରୁ ଅଧିକ ଆହତ ହୋଇଛନ୍ତି। ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା ରହିଛି । ମସ୍‌ଜିଦ୍‌ରେ ହୋଇଥିବା ବିସ୍ଫୋରଣରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe