ବସ୍‌ ଦୁର୍ଘଟଣାରେ ୧୯ ମୃତ

Advertisment
ବସ୍‌ ଦୁର୍ଘଟଣାରେ ୧୯ ମୃତ

ଇସ୍‌ଲାମାବାଦ୍‌ : ପାକିସ୍ତାନର ପଞ୍ଜାବ ପ୍ରଦେଶରେ ଆଜି ଦୁଇଟି ଯାତ୍ରୀବାହୀ ବସ୍‌ ମୁହଁାମୁହିଁ ଧକ୍କା ହୋଇ ୧୯ ଜଣଙ୍କ ପ୍ରାଣହାନି ହୋଇଛି ଏବଂ ୪୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଗତ ରବିବାର ରାତିରେ ଗାଜି ଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe