ମଝି ଆକାଶରେ ହାଇଡ୍ରାମା: ଦୁବାଇ-ମୁମ୍ବାଇ ବିମାନର ୨ ଯାତ୍ରୀ ମଦ ପିଇ ଗିରଫ ହେଲେ

Advertisment
ମହିଳା ଫରେଷ୍ଟରଙ୍କୁ ମାଡ଼ ମାରି ଜଣେ ଗିରଫ   

Times of India

ମୁମ୍ବାଇ : ପୁଣିଥ‌ରେ ମଝି ଆକଶରେ ହାଇଡ୍ରାମା ହୋଇଛି। ଦୁବାଇ-ମୁମ୍ବାଇ ଇଣ୍ଡିଗୋ ବିମାନର ୨ ଜଣ ଯାତ୍ରୀ ଆଜି ମଦ ପିଇ ବିମାନରେ ହଙ୍ଗାମା କରିଛନ୍ତି। ଅନ୍ୟ ଯାତ୍ରୀ ଏବଂ ବିମାନ କର୍ମଚାରୀଙ୍କୁ ସେମାନେ ଗାଳିଗୁଲଜ କରି ଅଶୋଭନୀୟ ଆଚରଣ ପ୍ରଦର୍ଶନ କରିଛନ୍ତି। ଉକ୍ତ ୨ ଯାତ୍ରୀଙ୍କୁ ଗିରଫ କରାଯାଇଛି। ଉକ୍ତ ୨ ଯାତ୍ରୀଙ୍କୁ ଚିହ୍ନଟ କରାଯାଇଛି। ସେମାନେ ହେଉଛନ୍ତି ଦତ୍ତତ୍ରେୟ ବାପରଦେକର ଏବଂ ଜନ୍‌ ଜର୍ଜ‌୍ ଡିସୌଜା। ସେମାନେ ଆଲକୋହଲ ପ୍ରଭାବରେ ଥିଲେ। ‌ମିଳିଥିବା ଏକ ସୂଚନାନୁଯାୟୀ ସେମାନେ ବିମାନରେ ମଧ୍ୟ ମଦ୍ୟପାନ କରିଥିଲେ। ବୁଧବାର ସେମାନେ ମୁମ୍ବାଇରେ ପହଞ୍ଚିବାପରେ ସେମାନଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe