ମହାରାଷ୍ଟ୍ରରେ ରେକର୍ଡ ହୋଇଛି ଲଗାତର ଦୁଇ ଥର ଭୂକମ୍ପ 

Advertisment
ଗଜପତିରେ ମୃଦୁ ଭୂକମ୍ପ

www.wionews.com

ମୁମ୍ବାଇ: ମହାରାଷ୍ଟ୍ରର ସତାରା ଜିଲ୍ଲାରେ ବୁଧବାର ସକାଳେ ଲଗାତର ଦୁଇଟି ଭୂକମ୍ପ ହୋଇଥିବା ରେକର୍ଡ କରାଯାଇଛି। ଏହି ଦୁଇ ଥର ହୋଇଥିବା ଭୂକମ୍ପର ତୀବ୍ରତା ରିଚଟର ସ୍କେଲ୍‌ରେ ୪.୮ ଓ ୩.୦ ବୋଲି ଭାରତୀୟ ପାଣିବାଗ ବିଭାଗ ସୂତ୍ରରୁ ଜାଣିବାକୁ ମିଳିଛି। ପ୍ରଥମେ ସକାଳ ୭.୪୭ ସମୟରେ ଏହି ଭୂକମ୍ପ ହୋଇଥିବା ବେଳେ ଦ୍ୱିତୀୟ ଭୂକମ୍ପ ୮.୨୭ରେ ହୋଇଥିବା ରେକର୍ଡ କରାଯାଇଛି। ଏହି ଭୂକମ୍ପରେ କେହି ମୃତାହତ ହୋଇନାହାନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe