ମଥୁରାରେ ଦୁଇ ସାଧୁଙ୍କ ରହସ୍ୟଜନକ ମୃତ୍ୟୁ

Advertisment
ଚେୟ‌ାରରେ ଟଳିପଡ଼ିଲେ ଶତାୟୁ

image source--new indian express

ମଥୁରା : ମଥୁରାର ଏକ ଆଶ୍ରମରେ ଦୁଇ ଜଣ ସାଧୁଙ୍କର ରହସ୍ୟଜନକ ମୃତ୍ୟୁ ହୋଇଛି। ଚା’ ପିଇ ସାରିବା ପରେ ଦୁଇ ଜଣ ସାଧୁଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ସାଧୁ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ମଥୁରାର ଏସଏସପି ଗୌରବ ଗ୍ରୋଭରଙ୍କ କହିବାନୁଯାୟୀ, ୬୦ ବର୍ଷ ବୟସ୍କ ସାଧୁ ଗୁଲାବ ସିଂହଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିବା ବେଳେ ୬୧ ବର୍ଷୀୟ ସାଧୁ ଶ୍ୟାମ ସୁନ୍ଦରଙ୍କୁ ଜିଲ୍ଲା ହସ୍ପିଟାଲର ଡାକ୍ତରମାନେ ମୃତ ଭାବେ ଅଣାଯାଇଥିବା ଘୋଷଣା କରିଥିଲେ। ତେବେ ଅସୁସ୍ଥ ତୃତୀୟ ସାଧୁଙ୍କ ନାମ ରାମ ବାବୁ ହୋଇଥିବାବେଳେ ତାଙ୍କୁ ଏବେ ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ସାଧୁମାନଙ୍କୁ ବିଷ ଦେଇ ହତ୍ୟା କରାଯାଇଛି ବୋଲି ମୃତ ସାଧୁ ଗୋପାଳ ଦାସଙ୍କ ଭାଇ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe