ଜମ୍ମୁ-କଶ୍ମୀରରେ ଏନ୍‌କାଉଣ୍ଟର୍‌ରେ ୨ ଆତଙ୍କବାଦୀ ନିହତ

Advertisment

ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶନିବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟ୍‌ରେ ୨ ଆତଙ୍କବାନୀ ନିହତ ହୋଇଛନ୍ତି।

Updated On

ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶନିବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟ୍‌ରେ ୨ ଆତଙ୍କବାନୀ ନିହତ ହୋଇଛନ୍ତି।

ଅଦ୍ୟତନ ହୋଇଛି
www.indiatoday.in

ଶ୍ରୀନଗର: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଶନିବାର ସୁରକ୍ଷା ବାହିନୀ ଓ ଆତଙ୍କବାଦୀ ମଧ୍ୟରେ ଗୁଳି ବିନିମୟ ହୋଇ ସୁରକ୍ଷା ବାହିନୀର ଏନ୍‌କାଉଣ୍ଟ୍‌ରେ ୨ ଆତଙ୍କବାନୀ ନିହତ ହୋଇଛନ୍ତି। ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ଆତଙ୍କବାଦୀ ବିରୋଧୀ ଅପରେସନ ଚଳାଇଥିବା ବେଳେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଜମ୍ମୁ-କଶ୍ମୀରର ଖନୟାର୍‌ ଅଞ୍ଚଳରେ ମଧ୍ୟ ସମାନ ମୁକାବିଲା ହେବାର କିଛି ଘଣ୍ଟା ପରେ ସଂପୃକ୍ତ ଅଞ୍ଚଳରେ ଗୁଳି ବିନିମୟ ହୋଇଥିବା ସୂଚନା ରହିଛି। 

କିଛି ଆତଙ୍କବାଦୀ ଏହି ଅଞ୍ଚଳରେ ଲୁଚି ରହିଛନ୍ତି ବୋଲି ଗୁପ୍ତ ସୂଚନା ପାଇବା ପରେ ସୁରକ୍ଷା ବାହିନୀ ଏହି ଅପରେସନ୍ ଆରମ୍ଭ କରିଥିଲା।  ଶୁକ୍ରବାରଠାରୁ କଶ୍ମୀର ଉପତ୍ୟକାରେ ଏହା ହେଉଛି ଚତୁର୍ଥ ଆତଙ୍କବାଦୀ ସମ୍ବନ୍ଧୀୟ ଘଟଣା।

ଶୁକ୍ରବାର ଦିନ ଉତ୍ତରପ୍ରଦେଶର ଦୁଇଜଣ ପ୍ରବାସୀ ଶ୍ରମିକଙ୍କୁ ବୁଧଗାମ୍‌ ଜିଲ୍ଲାରେ ଗୁଳି କରାଯାଇଥିଲା। ଏହି ଆକ୍ରମଣରେ ଉଭୟ ଆହତ ହୋଇ ଶ୍ରୀନଗରର ଜେଭିସି ହସ୍ପିଟାଲ ବେମିନାକୁ ସ୍ଥାନାନ୍ତର ହୋଇଥିଲେ। ଯେଉଁଠାରେ ସେମାନେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe