ଓଡ଼ିଶାକୁ ୨୦ ହଜାର ଟଙ୍କା‌ ଜରିମାନା କଲେ ସୁପ୍ରିମକୋର୍ଟ

ଧାରା ୩୭୦ ଉଚ୍ଛେଦ ବିରୋଧରେ ସୁପ୍ରିମକୋର୍ଟ ଗଲେ ଏହି ଧାରାକୁ ଅସ୍ଥାୟୀ ବୋଲି ରାୟ ଶୁଣାଇଥିବା ପୂର୍ବଚନ ବିଚାରପତି

HT

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ମଦନ ବି ଲୋକୁର, ଦୀପକ ଗୁପ୍ତା ଓ ଏସ୍‌ ଏ ନଜରିଙ୍କ ଖଣ୍ଡପୀଠ ଆଜି ଓଡ଼ିଶାକୁ ୨୦ ହଜାର ଟଙ୍କା ଜରିମାନା କରିଛନ୍ତି। ସିଏସ୍‌ଏଫ୍‌ଏଲ୍‌ ବିଭାଗରେ ପଦବି ଗୁଡ଼ିକ ଖାଲି ପଡ଼ିଥିବା ସମ୍ପର୍କରେ ସୂଚନା ପ୍ରଦାନ କରାନଯାଇ ଥିବାରୁ ଓଡ଼ିଶାକୁ ଜରିମାନା କରାଯାଇଥିବା ଜଣାପଡ଼ିଛି। କେବଳ ଓଡ଼ିଶା ନୁ‌ହେଁ ମହାରାଷ୍ଟ୍ର , ଗୋଆ ଓ ଉତ୍ତରପ୍ରଦେଶକୁ ମଧ୍ୟ ଖଣ୍ଡପୀଠ ଜରିମାନା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe